ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

INS ଗରୁଡ଼ ରନୱେରେ ଖସି ପଡ଼ିଲା ନୌସେନା ହେଲିକପ୍ଟର, ଜଣେ ମୃତ

କୋଚି, ୦୪/୧୧: କେରଳ କୋଚିରେ ଥିବା ନୌସେନା ବେସରେ ଅଘଟଣ ଘଟିଛି । ରନୱେରେ ଚେତକ ହେଲିକପ୍ଟର କ୍ରାସ୍ ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଶନିବାର କୋଚିରେ ଆଇଏନଏସ୍ ଗରୁଡ଼ର ରନୱେରେ ଏହି ଅଘଟଣ ଘଟିଛି ।

ଯୁଦ୍ଧ ଭୂଇଁରୁ ଛାତିଥରା ଖବର; ଆମ୍ବୁଲାନ୍ସ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୧୫ ମୃତ

ଗ୍ରାଉଣ୍ଡ ମେଣ୍ଟେନାନ୍ସ ଲାଗି ଆଇଏନଏସ୍ ଗରୁଡ଼ରେ ନୌସେନାର ହେଲିକପ୍ଟର ଚେତକ ଅବତରଣ କରୁଥିଲା । ଅବତରଣ ସମୟରେ ଚେତକ ଖସି ପଡ଼ିଥିଲା । ଫଳରେ ଏହି ଦୁର୍ଘଟଣାରେ ଜଣେ ଗ୍ରାଉଣ୍ଡ କ୍ରିଉଙ୍କ ମୃତ୍ୟୁ ହୋଇଛି । ମୃତକ ନୌସେନାରେ ସେଲର୍ ଥିଲେ । 

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ମାମଲା, ତେଲଙ୍ଗାନାରୁ ଯୁବକଙ୍କୁ ଗିରଫ କଲା ପୋଲିସ

କେଉଁ ପରିସ୍ଥିତିରେ ଚେତକ ହେଲିକପ୍ଟର ଖସି ପଡ଼ିଲା ତାର ତଦନ୍ତ ଲାଗି ବୋର୍ଡ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦେଇଛି ଭାରତୀୟ ନୌସେନା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.