ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କ୍ରିପଟୋ କରେନ୍ସି ନାଁରେ ଅନଲାଇନ୍‌ ଠକେଇ; ୫ ଗିରଫ, ୧ କୋଟି ଟଙ୍କା ଜବତ

ରାଉରକେଲା, ୨୭।୧: ରାଉରକେଲା ପୋଲିସର ବଡ଼ ସାଇବର କ୍ରାଇମର ଫର୍ଦ୍ଦାଫାଶ । କ୍ରିପଟୋ କରେନ୍ସି ନାଁରେ ଦୀର୍ଘ ଦିନରୁ ଅନଲାଇନରେ ଚଳାଇଥିଲେ ଫ୍ରଡ୍ କାରବାର । ୨୦୦ରୁ ଉର୍ଦ୍ଧ୍ୱ ସିମ୍‌ ସାହାଯ୍ୟରେ ଅଭିଯୁକ୍ତ ଏ ଫ୍ରଡ୍ କାରବାର କରୁଥିବା ସୂଚନା । କମ୍ବୋଡିଆରୁ ଚାଲିଥିଲା ଏହି କାରବାରର ସିନିଡିକେଟ୍ । ସୋସିଆଲ ସାଇଟ୍‌ରେ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଥିଲେ । 

ତେବେ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ଛତିଶଗଡ଼ ଓ ଦୁର୍ଗ ଅଞ୍ଚଳର ବୋଲି ସୂଚନା । ସାଇବର କ୍ରାଇମ ଓ ଇକୋନିମିକ ଅଫନ୍ସ ଆଇନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମାମଲାରେ ୧ କୋଟି ଟଙ୍କା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.