ପୁରୀ, ୨୦।୧୧ ଅଁଳା ନବମୀରେ ସାକ୍ଷୀଗୋପାଳରେ ରାଧା ପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ହେବ। ଏହାକୁ ଦୃଷ୍ଟିରେ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୨୦ ପ୍ଲାଟୁନ ଫୋର୍ସ ମୃତୟନ କରାଯିବ। ଅତିରିକ୍ତ ଏସପି ୨ ଜଣ, ଡିଏସପି ୯ ଜଣ, ଇନ୍ସପେକ୍ଟର ୧୭ ଜଣ, ଏସଆଇ ଓ ଏଏସଆଇ ୬୯ ଜଣ, ହାବିଲଦାର ୨୨ ଜଣ , କନେଷ୍ଟବଳ ୫୪ ଜଣ ରହିଛନ୍ତି ବୋଲି ପିପିଲି ଏସଡିପିଓ ସୂଚନା ଦେଇଛନ୍ତି।

ନେତା ଦୌଡ଼ରେ ଅଫିସର୍: ବହୁ ଆଇଏଏସ୍, ଓଏଏସ୍ ଓ ପୁଲିସ...