ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ସ୍ମାର୍ଟ, ଫିଟ୍ ସହ ମିଷ୍ଠଭାଷୀ ହେବ ପୋଲିସ, ଚନ୍ଦ୍ରଶେଖରପୁର ଥାନାରେ ପାରାମିଟର ଚେକ୍

ବାରଙ୍ଗ, ୧୭/୧୧ : ସ୍ମାର୍ଟ, ଫିଟ୍ ସହ ମିଷ୍ଠଭାଷୀ ହେବ ପୋଲିସ। ଡିସିପିଙ୍କ ନିର୍ଦ୍ଦେଶରେ ବରିଷ୍ଠ ପୁଲିସ୍ ଅଧିକାରୀ କଲେ ପାରାମିଟର ଚେକ୍। ଚନ୍ଦ୍ରଶେଖରପୁର ଥାନାରେ ପାରାମିଟର ଚେକ୍ ହୋଇଛି। ସମସ୍ତ କର୍ମୀଙ୍କୁ ଡିସିପି ଦେଇଥିବା ଗୁରୁମନ୍ତ୍ର ଦେଇଛନ୍ତି ଆଡ଼ିସନାଲ୍ ଡିସିପି ବାନାମ୍ବର ସେଠୀ। 

ପୋଲିସ୍ ୟୁନିଫର୍ମ ଚେକ୍, ଥାନା ପରିଷ୍କାର ପରିଚ୍ଛନ୍ନ ସହ ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ ଓ ସେମାନଙ୍କ ସମସ୍ୟାର କିପରି ଶୀଘ୍ର ସମାଧାନ ହୋଇପାରିବ ସେନେଇ ଟ୍ରେନିଂ ଦିଆଯାଇଛି। ଲୋକଙ୍କ ଆହୁରି ନିକଟତର ହେବାକୁ ଯୋଜନା କରୁଛନ୍ତି ଡିସିପି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଚାଲିଛି ସରପ୍ରାଇଜ୍ ଚେକିଂ ।


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.