ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

‘ବ୍ରହ୍ମାସ୍ତ୍ର’ ପାଇଁ ଶାହାରୁଖ ନେଇ ନଥିଲେ ଫି’,୧୪ ଦିନ କରିଥିଲେ ସୁଟିଂ: ଖୁଲାସା କଲେ କରଣ ଜୋହର

ନୂଆଦିଲ୍ଲୀ ୧୮/୦୯: ଶାହାରୁଖ ଖାନ ଏବଂ କରଣ ଜୋହରଙ୍କ ମଧ୍ୟରେ ବନ୍ଧୁତା ପୁରା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ। ଉଭୟ ଅନେକ ପ୍ରୋଜେକ୍ଟରେ ଏକାଠି କାମ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ କରଣ ଶାହାରୁଖଙ୍କ ସହ ତାଙ୍କର ଗଭୀର ବନ୍ଧୁତା ବିଷୟରେ କହିଛନ୍ତି। ସେ କହିଛି କିପରି କିଙ୍ଗ ଖାନ ଫ୍ରିରେ ‘ବ୍ରହ୍ମାସ୍ତ୍ର’ କରିଛନ୍ତି । 

ସାକ୍ଷାତକାରରେ କରଣ ଶାହାରୁଖଙ୍କ ସହ ଜଡିତ ଅନେକ କଥା କହିଛନ୍ତି। ସେ କହିଛନ୍ତି, ‘ଏ ଦିଲ ହୈ ମୁଶ୍‌କିଲ’ ଏବଂ ‘ବ୍ରହ୍ମାସ୍ତ୍ର’ରେ ଶାହାରୁଖ ମାଗଣାରେ କାମିୟୋ କରିଥିଲେ।  ସେ ବ୍ରହ୍ମାସ୍ତ୍ରରେ ୧୪ ଦିନ ସୁଟିଂ କରିଥିଲେ। ହୋଷ୍ଟ କରଣଙ୍କୁ ପଚାରିଥିଲେ ଯେ ଶାହାରୁଖଙ୍କୁ ଏହା ବଦଳରେ କିଛି ମହଙ୍ଗା ଉପହାର ଦେଇଛନ୍ତି କି? କରଣ କହିଛନ୍ତି, ମୁଁ ତାଙ୍କୁ ପୋଷାକ ଦିଏ ଏବଂ ସେ ତାହାକୁ ବହୁତ ପସନ୍ଦ କରନ୍ତି। ଫିଲ୍ମ ନିର୍ମାତା ଏହା ମଧ୍ୟ କହିଛନ୍ତି ଯେ ଶାହାରୁଖଙ୍କ ଏବଂ ତାଙ୍କ ମଧ୍ୟରେ ଟଙ୍କା ବିନିମୟ ହୁଏ ନାହିଁ।

ଅଭିନେତା ତାଙ୍କୁ କେବେବି ଟଙ୍କା ମାଗିନଥିବା ଦର୍ଶାଇ ସେ କହିଛନ୍ତି, ଶାହାରୁଖଙ୍କୁ ଯାହା ଦିଆଯାଏ ସେ ନିଅନ୍ତି। ୨୦୧୧ ମସିହାର ଏକ ଉଦାହରଣ ଦେଇ କରଣ କହିଛନ୍ତି ଯେ ‘ରା ୱାନ୍‌’ ସୁଟିଂ ସମୟରେ ଯେତେବେଳେ ଟିମ୍‌ ଡବଲ୍ ସିଫ୍ଟରେ କାମ କରୁଥିଲେ ସେତେବେଳେ ସେ ଶାହରୁଖଙ୍କ ଅନୁରୋଧ କ୍ରମେ ଏକ ଅଂଶ ନିର୍ଦ୍ଦେଶନା ଦେବାକୁ ଆଗେଇ ଆସିଥିଲେ। ସେ କହିଛନ୍ତି, ଆମ ସମ୍ପର୍କରେ ଏହା ବଡ କଥା ନୁହେଁ।

Shahrukh Khan
Bollywood
entertainment
karan johar

Copyright © 2022 - Summa Real Media Private Limited. All Rights Reserved.