ଭୁବନେଶ୍ଵର, ୨୮/୦୨ : ଜିଲ୍ଲାପାଳସ୍ତରରେ ଛୋଟ ଅଦଳବଦଳ କଲେ ରାଜ୍ୟ ସରକାର। ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ। ମୟୂରଭଞ୍ଜ ଜିଲ୍ଲାପାଳ ଆଶିଷ ଠାକରେ ହେଲେ ବାଲେଶ୍ଵର ଜିଲ୍ଲାପାଳ। ସେହିଭଳି ପୁରୀ ଜିଲ୍ଲାପାଳ ବିଜୟ ଦାଶ ହେଲେ କଟକ ମହାନଗର କମିଶନର। କଟକ କମିଶନର ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ହେଲେ ପୁରୀ ଜିଲ୍ଲାପାଳ। ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରତ ଭାଉସାହେବ ସିନ୍ଦେ ହେଲେ ମୟୂରଭଞ୍ଜ ଜିଲ୍ଲାପାଳ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
![PCC](https://odia.prameya.com/prameya/document/compress/2/comp_2_134_1722052833907.webp)
କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ...