ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ହାତୀଦାନ୍ତ ଡିଲିଂ ବେଳେ ମାଡ଼ି ବସିଲା ବନ ବିଭାଗ, ୨ ଦାନ୍ତ ସହ ୩ ଅଟକ

Published By : Prameya | January 27, 2024 3:02 PM

ଦେବଗଡ଼, ୨୭/୧: ଏକ ଘରୋଇ ହୋଟେଲରେ ହାତୀଦାନ୍ତ କାରବାର ପାଇଁ ଡିଲିଂ ଚାଲିଥିବା ବେଳେ ବନ ବିଭାଗ ସ୍କ୍ୱାର୍ଡର ଚଢ଼ଉ । ଚଢ଼ଉରେ ୨ଟି ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି । ଅଟକ ରହିଥିବା ସନ୍ଦିଗ୍ଧମାନେ ଦେବଗଡ଼ ଟାଉନର ବିଶିଷ୍ଟ ସୁନା ବ୍ୟବସାୟୀ ସ୍ୱର୍ଗତଃ ଅରଜଲାଲ୍ ସାହୁଙ୍କ ପୁଅ ଶମ୍ଭୁ ପ୍ରେମରାଜ ଓ ପୂର୍ବତନ ନଗରପାଳ ଶୁଶିଲ କପରଦାରଙ୍କ ପୁଅ ବାପି ସମୀର କପରଦାରଙ୍କ ସହ ହରିୟାନା ରାଜ୍ୟରୁ ଆସିଥିବା ଚୋରା ବେପାରୀ ରାଜେଶ କୁମାର ବୋଲି ଜଣାପଡ଼ିଛି । ଜବତ ହୋଇଥିବା ୨ଟି ହାତୀଦାନ୍ତର ଓଜନ ସାଢ଼େ ୮ କିଲୋ ବୋଲି ବନ ବିଭାଗ ସୂଚନା ଦେଇଥିବା ବେଳେ ଏହାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବିଭାଗ କହିଛି । ଅଟକ ଅଭିଯୁକ୍ତଙ୍କୁ ନେଇ ଘଟଣାର ଅଧିକ ତଦନ୍ତ ଚାଲିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.