ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଣକ ନାମରେ ଏକାଧିକ ସିମ୍ ବିକ୍ରି ଅପରାଧରେ ଯୁବକ ଗିରଫ

ବାସୁଦେବପୁର, ୦୯/୧୨ : ଜଣଙ୍କ ନାମରେ ଏକାଧିକ ସିମ୍ କରି ବିକ୍ରି ଅପରାଧରେ ଯୁବକ ଗିରଫ। ଯୁବକ ଜଣଙ୍କ ହେଉଛନ୍ତି ବାସୁଦେବପୁର ବ୍ଲକର ଭାଗପୁର ଅଞ୍ଚଳର ବିଦ୍ୟାଧର ସାହୁ। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାନୁଯାୟୀ, ଭାଗପୁର ଠାରେ ବିଦ୍ୟାଧରଙ୍କର ଏକ ଇଲେକ୍ଟ୍ରୋନିକ ଦୋକାନ ରହିଛି। ପୂର୍ବରୁ ଭୋଡାଫୋନ କମ୍ପାନୀର ତାଙ୍କର ଏକ ହୋଲସେଲ ଦୋକାନ ରହିଥିଲା । ସେତେବେଳେ ସେ ଜଣକ ନାମରେ ଏକାଧିକ ସିମ୍ କାଢି ବିକ୍ରି କରିଥିଲେ। ଏ ବିଷୟରେ ପୋଲିସ ପାଖରେ ଖବର ପହଞ୍ଚିବା ପରେ ରାଧାକାନ୍ତ ଇଲେକ୍ଟ୍ରୋନିକ ଦୋକାନରେ ଚଢ଼ାଉ କରିଥିଲା। ଚଢ଼ାଉରେ ଦୋକାନ ଭିତରୁ ବିଭିନ୍ନ ବ୍ୟକ୍ତିଙ୍କର ଶତାଧିକ ଫଟୋ ଜବତ କରିବା ସହ ମାଲିକ ବିଦ୍ୟାଧର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.