ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଗୁରୁପ୍ରିୟା ନଦୀରୁ ମାଛ ଧରୁଥିବା ବେଳେ ଡ଼ଙ୍ଗାରୁ ଖସି ପଡି ଜଣେ ନିଖୋଜ

ମାଲକାନଗିରି/ଚିତ୍ରକୋଣ୍ଡା, ୧୦/୯(ଆପ୍ର ) : ଗୁରୁପ୍ରିୟା ନଦୀରେ ଜାଲ ପକାଇ ମାଛ ଧରୁଥିବା ବେଳେ ଡ଼ଙ୍ଗା ରୁ ଖସି ପଡି ଜଣେ ନିଖୋଜ ହୋଇଛି। ନିଖୋଜ ବ୍ୟକ୍ତି ଜଣକ ହେଲେ ସିଲିଗୁମା ଗ୍ରାମର ପର୍ଶୁରାମ ଗଲରୀ ।

 ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବଡ଼ପଡା ପଞ୍ଚାୟତ ସିଲିଗୁମା ଗ୍ରାମର ପର୍ଶୁରାମ ଗଲରୀ ନିଜ ସ୍ତ୍ରୀ ଚମ୍ପା ଗଲରୀ  ଓ ଶଶ୍ୱରଙ୍କ ସହିତ ଗୋଟିଏ ହୁଲି ଡ଼ଙ୍ଗାରେ ମାଛ ଧରୁଥିଲେ।  ନଦୀରେ ଜାଲ ପକାଉଥିବା ବେଳେ ଡ଼ଙ୍ଗାଟି ହଲି ଯିବାରୁ ଭାରସାମ୍ୟ ହରାଇ ନଦୀରେ ଜାଲ ସହିତ  ପର୍ଶୁରାମ ଖସିପଡ଼ିଥିଲେ । ସେ ପାଣି ସ୍ରୋତରେ ଭାସି ଯାଇଥିବା ବେଳେ ମାଛ ଧରାରେ ତାଙ୍କୁ ସାହାଯ୍ୟ କରିବାକୁ ଯାଇଥିବା ତାଙ୍କ ସ୍ତ୍ରୀ ଓ ଶ୍ୱଶୁର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବର୍ଷା ଲାଗି ରହିଥିବାରୁ ନଦୀ ଓ ଜଳଭଣ୍ଡାରରେ ଅଧିକ ପାଣି ହୋଇଛି।ରାତ୍ର ହୋଇ ଯାଇ ଥିବାରୁ ଖୋଜା ହୋଇ ପାରି ନାହିଁ ।  ବୁଧବାର ଦମକଳ ବାହିନୀ ପହଞ୍ଚିବା ପରେ ଖୋଜାଜିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.