ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

୧୪ ଡିସେମ୍ବର ପର୍ଯ୍ୟନ୍ତ ମାଗଣାରେ କରାନ୍ତୁ ଆଧାରର ଏହି କାମ, UIDAI ବଢାଇଲା ତାରିଖ

ନୂଆଦିଲ୍ଲୀ ୧୦/୯: UIDAI ତରଫରୁ ଆଧାର କାର୍ଡଧାରୀଙ୍କୁ ବଡ ଆଶ୍ୱସ୍ତି ଦିଆଯାଇଛି । ଏବେ UIDAI ଲଗାତର ଦ୍ୱିତୀୟ ଥର ଆଧାରକୁ ଫ୍ରିରେ ଅପଡେଟ୍ କରାଇବାର ଡେଡଲାଇଟ୍ ବଢାଇଛି । ପୂର୍ବରୁ ଆଧାରକୁ ଫ୍ରିରେ ଅପଡେଟ୍ କରିବାର ତାରିଖ ୧୪ ସେପ୍ଟେମ୍ବର ୨୦୨୩ ଥିଲା ଏବେ ଏହାକୁ ଆଉ ୩ ମାସ ପାଇଁ ବଢାଇ ଦେଇଛି । ଏଣିକି ଆପଣ ୧୪ ଡିସେମ୍ବର ପର୍ଯ୍ୟନ୍ତ ନିଜ ଆଧାରକୁ ଫ୍ରିରେ ଅପଡେଟ୍ କରାଇପାରିବେ । କହିରଖୁଛୁ ସର୍ବ ପ୍ରଥମେ UIDAI ୟୁଜର୍ସଙ୍କ ପାଇଁ ଜୁନ୍ ପର୍ଯ୍ୟନ୍ତ ସମୟ ଦେଇଥିଲା । କିନ୍ତୁ ଏହାକୁ ପରେ ୩ ମାସ ପାଇଁ ବଢାଯାଇଥିଲା । ଏବେ ଏହାକୁ ବଢାଇ ଡିସେମ୍ବର କରିଦିଆଯାଇଛି । 

 

ଆଜିର ସମୟରେ ସମସ୍ତ କାମ ପାଇଁ ଆଧାର ଆବଶ୍ୟକ । ଏହା ବିନା ଆପଣ କୌଣସି ବି ସରକାରୀ କାମ କରିପାରିବେନି । ଏଥିପାଇଁ ଏହାକୁ ଅପଡେଟ୍ କରାଇବା ପାଇଁ ଜରୁରି । ତେବେ ଏମିତି କରନ୍ତୁ ଅପଡେଟ୍…

ଆପଣଙ୍କୁ ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍  https://myaadhaar.uidai.gov.in/ କୁ ଯିବାକୁ ପଡିବ । ଏହା ପରେ  ଆପଣଙ୍କୁ ଆଧାର ନମ୍ବର ଏବଂ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ମିଳିଥିବା ଓଟିପିକୁ ଏଣ୍ଟର କରି ଲଗଇନ୍ କରିବାକୁ ହେବ । ନିଜ ପ୍ରୋଫାଇଲରେ ପରିଚୟ ଏବଂ ଆଡ୍ସ ଡିଟେଲ୍ସ ଫିଲ୍ କରିବାକୁ ହେବ । 

 

ଏବେ ଭୁଲ ଡିଟେଲ୍ସକୁ ସୁଧାରନ୍ତୁ । ଏହା ବ୍ୟତୀତ ଯଦି ଆପଣଙ୍କ ଡିଟେଲ୍ସ ସଠିକ୍ ତେବେ 'I verify that the above details are correct' କ୍ଲିକ୍ କରନ୍ତୁ । ଏବେ ଆପଣଙ୍କୁ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡିବ । ଡ୍ରପ୍ ଡାଉନ୍ ମେନ୍ୟୁରୁ ଆଡ୍ସ ଡକ୍ୟୁମେଣ୍ଟ ଚୟନ କରନ୍ତୁ ଯାହାକୁ ଆପଣ ସବମିଟ୍ କରିବାକୁ ଚାହୁଁଛନ୍ତି । ନିଜ ଆଡ୍ରେସ୍ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ହେବ । ନିଜ ସହମତି ପ୍ରସ୍ତୁତ କରନ୍ତୁ ଅର୍ଥାତ୍ ଆପଣଙ୍କ ଡକ୍ୟୁମେଣ୍ଟ୍ସ ଅପଲୋଡ୍ ହୋଇଯିବ ।

Copyright © 2022 - Summa Real Media Private Limited. All Rights Reserved.