ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ସେପ୍ଟେମ୍ବରରେ ଭାରତ ଆସିବେ ଆବୁଧାବିର କ୍ରାଉନ୍ ପ୍ରିନ୍ସ, ପ୍ରଧାନମନ୍ତ୍ରୀ ମେଦେିଙ୍କୁ କରିବେ ସାକ୍ଷାତ

ନୂଆଦିଲ୍ଲୀ,୨୯।୮: ଆସନ୍ତା ମାସ ଭାରତ ଗସ୍ତରେ ଆସୁଛନ୍ତି ଅବୁଧାବିର କ୍ରାଉନ ପ୍ରିନ୍ସ  ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ । ସେ ଭାରତ ଓ ୟୁଏଇ ମଧ୍ୟରେ ବାଣିଜ୍ୟ ଓ ରାଜନୈତିକ ସମ୍ପର୍କକୁ ମଜବୁତ କରିବା ଦିଗରେ ଆଲୋଚନା କରିବେ। ଏହି ଯାତ୍ରା ବେଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦେଶର ଶୀର୍ଷ ନେତାଙ୍କୁ ଭେଟିବେ। ଏହି ଯାତ୍ରା ଆଗାମୀ ଦଶକରେ ଭବିଷ୍ୟତର ସମ୍ପର୍କରୁ ଆହୁରି ପ୍ରଗାଡ କରିବା ଉପରେ କେନ୍ଦ୍ରୀତ ହେବ। ଜଣେ ଅଧିକାରୀ କହିଛନ୍ତିଳ ଭାରତ ଓ ୟୁଏଇ ମଧ୍ୟରେ ସମ୍ପର୍କ ଏବେ ଖୁବ୍ ମଜବୁତ ସ୍ଥିତିରେ ରହିଛି। ଏହି ଯାତ୍ରା ବେଳେ ସେହି ଆଧାରକୁ ମଜବୁତ କରିବା ଆଗାମୀ ଦଶକ ଆଡକୁ ବଢିବା ଓ ୟୁଏଇର ଭବିଷ୍ୟତର ନେତୃତ୍ବ ସହିତ ଘନିଷ୍ଠ ସମ୍ପର୍କ ରଖିବା ନେଇ ଜୋର ଦେବ।’

ଯାତ୍ରା ବେଳେ କୌଣସି ପ୍ରକାର ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ନାହିଁ ବୋଲି କୁହାଯାଉଛି। ତେବେ ଦୁଇ ପକ୍ଷ ମଧ୍ୟରେ ବ୍ୟାପାରରୁ ନେଇ ସୁରକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ର ଉପରେ ଚର୍ଚ୍ଚା ହେବାର ଆଶା ରହିଛି। ଏହି ଯାତ୍ରା ନିକଟରେ କିଛି ବର୍ଷରେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ହାଇ-ପ୍ରୋଫାଇଲ ଯାତ୍ରା ପରେ ହେବ। 

ପିଏମ୍‌ ମୋଦି ୨୦୧୫ ରୁ ୟୁଏଇ ୭ ଥର ଯାତ୍ରା କରିଦାରିଛନ୍ତି।ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ  ଶେଷ ଥର ସେପ୍ଟେମ୍ବର ୨୦୨୩ରେ ଭାରତ ଗସ୍ତ କରିଥିଲେ। ସେ ନିଜର ପୁଅ ଶେଖ ଖାଲିଦ(୪୨)ଙ୍କୁ ମାର୍ଚ୍ଚ ୨୦୨୩ ରେ ଅବୁଧାବିର କ୍ରାଉନ ପ୍ରିନ୍ସ ଘୋଷିତ କରିଥିଲେ। ସେବେଠାରୁ ଖୁବ୍ କମ୍ ବିଦେଶ ଯାତ୍ରା କରିଛନ୍ତି ଶେଖ୍ ଖାଲିଦ। ଗତ ବଶ; ମଇରେ ସେ ମାଲେସିଆ ଗସ୍ତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.