ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆମାଜନ ମେଗା ଇଲେକ୍ଟ୍ରୋନିକ୍ସ ସେଲ୍‌ ଆରମ୍ଭ , ମିଳିବ ୮୦ ପ୍ରତିଶତ ଯାଏ ରିହାତି

ନୂଆଦିଲ୍ଲୀ : ଆମାଜନ୍ ଇଣ୍ଡିଆରେ ଭାଲେଣ୍ଟାଇନ୍‌ ଡେ ପୂର୍ବରୁ ନୂଆ ସେଲ୍‌ ଆରମ୍ଭ ହୋଇ ଯାଇଛି, ଯେଉଁଥିରେ ଅନେକ ଭଲ ଭଲ ମଡିଲ୍ସ ମିଳୁଛି। ଏହି ସେଲ୍‌ରେ ସ୍ମାର୍ଟ ୱାଚ୍‌ , ଇୟରବଡ୍ସ ଟିଡବ୍ଲ୍ୟୁଏସ୍‌ ଓ ଲାପ୍‌ଟପ୍‌ ଆଦି ଉପରେ ଅନେକ ଡିଲ୍‌ସ ଲିଷ୍ଟେଡ୍‌ ଅଛି। ଆସନ୍ତୁ ଏହି ସେଲ୍‌ ବିଷୟରେ ଡିଟେଲ୍ସରେ ଜାଣିବା। 

ଆମାଜନ ମେଗା ଇଲେକ୍ଟ୍ରୋନିକ୍ସ ସେଲ୍‌ ୧୨ ଫେବ୍ରୁଆରୀରୁ ୧୯ ଫେବ୍ରୁଆରୀ ଯାଏ ଚାଲିବ। ଏହି ସେଲ୍‌ ବେଳେ ୟୁଜରଙ୍କୁ ସର୍ବାଧିକ ୮୦ ପ୍ରତିଶତ ଯାଏ ଡିକ୍ସାଉଣ୍ଟ ମିଳିବ। ଏହାସହ ଏସବିଆଇ କାର୍ଡ୍ସ ଓ ଇଏମଆଇ ଟ୍ରାଡାକ୍ସନ ଉପରେ ୧୦ ପ୍ରତିଶତର ଆଡିସନାଲ ଡିସ୍କାଉଣ୍ଟ ମିଳିବ। ଯଦି ଆପଣ ଏହି ଭାଲେଣ୍ଟାଇନ୍‌ ଡେ ଉପରେ ନିଜର କୌଣସି ପସନ୍ଦର ଗିଫ୍ଟ ଦେବାକୁ ଚାହାନ୍ତି ତ ଏହି ସେଲ୍‌ ଆପଣ କାମରେ ଆସିପାରେ। 

ଟାବଲେଟ୍‌ ଠାରୁ ନେଇ ଅନେକ ଆସେସୋରିଜ୍‌ ଉପଲବ୍ଧ –

ଆମାଜନ ମେଗା ଇଲେକ୍ଟ୍ରୋନିକ୍ସ ସେଲ୍‌ ବେଳେ ଟାବଲେଟ୍‌ , ସ୍ମାଟ ୱାଚ୍, ଲାପଟପ୍‌ , ଟିଡବ୍ଲ୍ୟୁଏସ ଇୟରବଡ୍ସ, ହେଡ୍‌ଫୋନ୍‌ ଓ କମ୍ପ୍ୟୁଟର ଆସେସୋରିଜ୍‌କୁ ଏହି ସେଲ୍‌ରେ ଲିଟେଷ୍ଟ କରାଯାଇଛି। ଏହିସବୁ ପ୍ରଡକ୍ଟକୁ ଡିସ୍କାଉଣ୍ଟ ସହ କିଣି ପାରିବେ।

ଟିଡବ୍ଲ୍ୟୁଏସ ଇୟରବଡ୍ସରେ ୭୫ ପ୍ରତିଶତର ଡିକ୍ସାଉଣ୍ଟ –

ଆମାଜନ ସେଲ୍‌ ବେଳେ ଟିଡବ୍ଲୁଏସ ଇୟରବଡ୍ସ ଉପରେ ଅନେକ ଦମଦାର ଡିଲ୍ସ ମିଳୁଛି। ଲିଷ୍ଟେଡ୍‌ ଡିଟେଲ୍ସ ମୁତାବିକ, ଏହି ସେଗମେଣ୍ଟ ଉପରେ ୭୫ ପ୍ରତିଶତ ଯାଏ ଡିସ୍କାଇଣ୍ଟ ମିଳୁଛି , ଯାହା ଖୁବ୍ ସ୍ୱତନ୍ତ୍ର। ଯଦି ଆପଣ ଭାଲେଣ୍ଟାଇନ୍‌ ଡେ'ରେ କାହାକୁ ଟିଡବ୍ଲ୍ୟୁଏସ ଇୟରବଡ୍ସକୁ ଗିଫ୍ଟ ଭାବେ ଦେବାକୁ ପ୍ଲାନ୍‌ କରିଛନ୍ତି ତ ଏହା ଆପଣଙ୍କ ପାଇଁ ଭଲ ସୁଯୋଗ ହୋଇପାରେ।

ଟାବଲେଟ୍‌ରେ ମଧ୍ୟ ମିଳୁଛି ଡିସ୍କାଉଣ୍ଟ -

ଆପ୍ପଲ ଆଇପ୍ୟାଡ୍‌ ଏୟାର , ସାମସଙ୍ଗ ଏସ୬ ଲାଇଟରୁ ନେଇ ଲେନୋଭୋ ଆଦିର ଟାବଲେଟ୍‌ରେ ଡିକ୍ସାଉଣ୍ଟ ମିଳୁଛି। ଲିଷ୍ଟେଡ୍‌ ଡିଟେଲ୍ସ ମୁତାବିକ , ଏଠାରେ ୟୁଜର୍ସଙ୍କ ପାଇଁ ୩୦ ପ୍ରତିଶତ ଯାଏ ଡିସ୍କାଉଣ୍ଟ ଲିଷ୍ଟେଡ୍‌ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.