ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଧ୍ୟ ଭୁବନେଶ୍ବରରେ ବିଜେଡି ଗଡ ରଖିଲେ ଅନନ୍ତ, ୩୫ ଖଣ୍ଡ ଭୋଟରେ ହାରିଲେ ଜଗନ୍ନାଥ

ଭୁବନେଶ୍ବର,୪।୫ : ଭୁବନେଶ୍ବର ମଧ୍ୟ ଆସନରେ ବିଜେଡି ଗଡ ରଖିବାରେ ସକ୍ଷମ ହୋଇଛନ୍ତି ଅନନ୍ତ ନାରାୟଣ ଜେନା।   ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ କଡ୍ଡା ଟକ୍କରର ସମ୍ମୁଖୀନ ହୋଇ ଶେଷରେ ଅନନ୍ତ ବିଜୟୀ ହୋଇଛନ୍ତି।  ମାତ୍ର ୩୫ ଖଣ୍ଡ  ଭୋଟ ବ୍ୟବଧାନରେ ଅନନ୍ତ ବିଜୟୀ ହୋଇଛନ୍ତି।

ବିଧାୟକ ଅନନ୍ତ ନାରାୟଣ ୫୩୭୫୯  ଖଣ୍ଡରୁ ଅଧିକ  ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଜଗନ୍ନାଥ ୫୩୭୨୨  ଖଣ୍ଡରୁ ଅଧିକ ଭୋଟ ପାଇଛନ୍ତି।  ଉଭୟଙ୍କ ମଧ୍ୟରେ  ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ କଡା ମୁକାବିଲା ଦେଖିବାକୁ ମିଳିଥିଲା। ଶେଷରେ ଅନନ୍ତ ୩୫ ଖଣ୍ଡ ଭୋଟରେ ବିଜୟୀ ହୋଇ ବିଜେଡିର ଗଡ ରକ୍ଷା କରିପାରିଥିଲେ। ଏଠାରୁ ୨୦୦୯ରୁ କ୍ରମାଗତ ଭାବେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଛନ୍ତି। 

ଆହୁରି ପଢନ୍ତୁ : ଏକ୍ରାମ ଭୁବନେଶ୍ବରରେ ବିଜେଡି ଗଡ ଭାଙ୍ଗିଲା ବିଜେପି : ମନ୍ତ୍ରୀ ଅଶୋକ ପଣ୍ଡା ହାରିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.