ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ମଧ୍ୟ ଭୁବନେଶ୍ବରରେ ବିଜେଡି ଗଡ ରଖିଲେ ଅନନ୍ତ, ୩୫ ଖଣ୍ଡ ଭୋଟରେ ହାରିଲେ ଜଗନ୍ନାଥ

ଭୁବନେଶ୍ବର,୪।୫ : ଭୁବନେଶ୍ବର ମଧ୍ୟ ଆସନରେ ବିଜେଡି ଗଡ ରଖିବାରେ ସକ୍ଷମ ହୋଇଛନ୍ତି ଅନନ୍ତ ନାରାୟଣ ଜେନା।   ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସହ କଡ୍ଡା ଟକ୍କରର ସମ୍ମୁଖୀନ ହୋଇ ଶେଷରେ ଅନନ୍ତ ବିଜୟୀ ହୋଇଛନ୍ତି।  ମାତ୍ର ୩୫ ଖଣ୍ଡ  ଭୋଟ ବ୍ୟବଧାନରେ ଅନନ୍ତ ବିଜୟୀ ହୋଇଛନ୍ତି।

ବିଧାୟକ ଅନନ୍ତ ନାରାୟଣ ୫୩୭୫୯  ଖଣ୍ଡରୁ ଅଧିକ  ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଜଗନ୍ନାଥ ୫୩୭୨୨  ଖଣ୍ଡରୁ ଅଧିକ ଭୋଟ ପାଇଛନ୍ତି।  ଉଭୟଙ୍କ ମଧ୍ୟରେ  ଭୋଟ ଗଣତିର ପ୍ରଥମ ରାଉଣ୍ଡରୁ କଡା ମୁକାବିଲା ଦେଖିବାକୁ ମିଳିଥିଲା। ଶେଷରେ ଅନନ୍ତ ୩୫ ଖଣ୍ଡ ଭୋଟରେ ବିଜୟୀ ହୋଇ ବିଜେଡିର ଗଡ ରକ୍ଷା କରିପାରିଥିଲେ। ଏଠାରୁ ୨୦୦୯ରୁ କ୍ରମାଗତ ଭାବେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇ ଆସୁଛନ୍ତି। 

ଆହୁରି ପଢନ୍ତୁ : ଏକ୍ରାମ ଭୁବନେଶ୍ବରରେ ବିଜେଡି ଗଡ ଭାଙ୍ଗିଲା ବିଜେପି : ମନ୍ତ୍ରୀ ଅଶୋକ ପଣ୍ଡା ହାରିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.