ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଅରୁନ୍ଧତୀ ଜୁଏଲର୍ସ ରଜପରୀ ସିଜନ-୬ ଉଦ୍‌ଯାପିତ, ବିଜୟ ମୁକୁଟ ପିନ୍ଧିଲେ ଖୁସି ପ୍ରଧାନ

ଭୁବନେଶ୍ୱର,୦୩/୦୮:ଅରୁନ୍ଧତୀ ଜୁଏଲର୍ସ  ପକ୍ଷରୁ ରଜପରୀ ସିଜନ-୬ର ଫାଇନାଲ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଛି । ଅଡିସନ  ରାଉଣ୍ଡରୁ ୨୫ ଜଣ ପ୍ରତିଯୋଗୀ ଫାଇନାଲକୁ ପ୍ରବେଶ  କରିବା ସହ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ବିଚାରକ  ଭାବେ ଗୀତିକାର ଅରୁଣ ମନ୍ତ୍ରୀ, ଅଭିନେତ୍ରୀ ଶ୍ରଦ୍ଧା  ପାଣିଗ୍ରାହୀ, ଉପସ୍ଥାପିକା ଶୋଭନା ମିଶ୍ର ଯୋଗଦେଇ  ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ରଜପରୀ ସିଜନ- ୬ର ବିଜେତା ଭାବେ ଖୁସି ପ୍ରଧାନଙ୍କ ନାମ ଘୋଷଣା  କରାଯାଇଥିଲା । ଅରୁନ୍ଧତୀ ଜୁଏଲର୍ସର ଏମ୍‌ଡି ବ୍ରହ୍ମାନନ୍ଦ  ମେହେର ବିଜେତାଙ୍କୁ ମୁକୁଟ ଏବଂ ମାନପତ୍ର ସହ ୨୦  ହଜାର ଟଙ୍କା ଅର୍ଥରାଶି ସହ ସମ୍ମାନିତ କରିଥିଲେ ।  ପ୍ରଥମ ରନର୍ସଅପ୍‌ ଭାବେ ଶୋଭାଙ୍ଗୀ ପ୍ରିୟଦର୍ଶିନୀ ଦାସ,  ଦ୍ୱିତୀୟ ରନର୍ସଅପ୍‌ ଭାବେ ଇଲିଆନା ପଣ୍ଡାଙ୍କୁ ମାନପତ୍ର  ସହ ଯଥାକ୍ରମେ ୧୫ ହଜାର ଏବଂ ୧୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.