ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ବରଗଡ଼ରେ ଦେବେଶଙ୍କ ଗଡ଼ ଭାଙ୍ଗିଲେ ଅଶ୍ବିନୀ

ଭୁବନେଶ୍ବର, ୪/୬ : ବରଗଡ଼ରେ ବିଜେପିର ବାଜିମାତ୍ । ବିଜେପି ବିଧାୟକ ପ୍ରାର୍ଥୀ ଅଶ୍ବିନୀ  କୁମାର ଷଡ଼ଙ୍ଗୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କଠାରୁ ୪୭୭୨ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଅଶ୍ବିନୀଙ୍କୁ ମୋଟ୍ ୭୭୭୬୬ହଜାର ଭୋଟ ମିଳିଥିବାବେଳେ ଦେବେଶଙ୍କୁ ମିଳିଛି ୭୨୯୯୪ଖଣ୍ଡ ଭୋଟ୍ । ସେହିଭଳି କଂଗ୍ରେସ ପ୍ରାର୍ଥୀ ନିପନ କୁମାର ଦାସଙ୍କୁ ମିଳିଛି ୧୦୨୭୨ଖଣ୍ଡ ଭୋଟ୍ ।

ସୂଚନା ଅନୁଯାୟୀ, ଦେବେଶ ଆଚାର୍ଯ୍ୟଙ୍କ ଗଡ଼ ଭାବେ ଏହା ବେଶ ପରିଚିତ ଥିଲା । କାରଣ ୨୦୧୪ ଏବଂ ୨୦୧୯ରେ ଦେବେଶ ସେଠାରୁ ବିଜୟ ଲାଭ କରିଥିଲେ । କିନ୍ତୁ ତାଙ୍କର ମ୍ୟାଜିକ୍ ୨୦୨୪ରେ କାମ କରିନି । ଏଠାରେ ବିଜେପି ତା’ର ବିଜୟ ବାନା ଉଡ଼ାଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.