ପିପିଲି ୨୪/୦୮: ପିପିଲିରେ କୁକୁଡାଙ୍କୁ ବାର୍ଡ଼ ଫ୍ଲୁ ଅଭିଯୋଗ। ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମେତ ୧୩ ଜଣିଆ ଡାକ୍ତର ଟିମର ତଦନ୍ତ ଆରମ୍ଭ । ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ତଦନ୍ତ କାରୀ ଟିମ୍ ପିପିଲିରେ ୪୭ ଟି କୁକୁଡ଼ା ଫାର୍ମରୁ ପାଖାପାଖି ୨୦ ହାଜରରୁ ଅଧିକ କୁକୁଡ଼ା ମରାଯିବା ନେଇ ଦେଲେ ସୂଚନା । ପୂର୍ବରୁ ହାଜର ହଜାର ସଂଖ୍ୟାରେ କୁକୁଡ଼ା ମରିଯିବା ଫଳରେ ଚାଷୀମାନେ ରାସ୍ତା କଡ଼ରେ ଏଣେ ତେଣେ ମୃତ କୁକୁଡାକୁ ଫୋପାଡ଼ି ଦେଇଥିବା ଜଣାପଡିଛି।
ମୋଦି ଜଣେ ଚମତ୍କାର ବ୍ୟକ୍ତି: ଡୋନାଲ୍ଡ ଟ୍ରମ୍ପ୍