ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପିର ୨୦ ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା, ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୬/୬: ପ୍ରକାଶ ପାଇଛି ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ  । ଓଡ଼ିଶା ଲୋକସଭା ଆସନରୁ ୨୦ଟି ସିଟରେ ବିଜେପି କରିଛି  ବିଜୟ ହାସଲ । ଅନ୍ୟ ଏକଟି ସିଟ୍ କଂଗ୍ରେସ ହାସଲ କରିଛି । ତେବେ ଆଜି ବିଜେପି ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡକାଯାଇଛି । ସେଠାରେ ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ନବ ନିର୍ବାଚିତ ସାଂସଦ । ସରକାର ଗଠନ ସଂପର୍କରେ ମତାମତ ନେଇପାରନ୍ତି ଶୀର୍ଷ ନେତୃତ୍ୱ । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପୂର୍ବରୁ ବୈଠକ ଗୁରୁତ୍ୱପୂର୍ଣ୍ଣ । ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରାଯିବ । ରାଜ୍ୟରେ ୨୦ ସାଂସଦ ବିଜୟ ହେବା ପରେ ଦିଲ୍ଲୀରେ ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହେବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.