ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାରହା ଆକ୍ରମଣରେ ନାବାଳକ ଗୁରୁତର

ଗୋଛାପଡା , ୨୫।୨  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଗୋଛାପଡା ଅଂଚଳରେ ଏକା ଜଙ୍ଗିଲି ବା ରାହା ଆକ୍ରମଣ ରେ ଜଣେ ନାବାଳକ ଗୁରୁତର ଆହତ ହୋଇଛି।ଗୁରୁତର ଆହତ ହୋଇଥିବା ନାବାଳକ ଜଣକ ସେହି ଗୋଛାପଡା ପଞ୍ଚାୟତ ଗିରିଡିଖୋଲ ଗାଁ ର ବଦାନା ମଲି କ ଙ୍କ ପୁଅ ମୁଖେ ଶ ମଲି କ ବୋଲି ଜଣାପଡିଛି I 

ତେବେ ସୂଚନା ଅନୁସାରେ ରବିବାର ଅପରାହ୍ନ ସମୟରେ ନାବାଳକ ଜଣକ ଘର ପଛପଟେ ଖେଳୁଥିବା ସମୟରେ ଘରପାଖରେ ଥିବା ଏକା ଜଙ୍ଗଲୀ ବା ରହା ଆସି ନାବାଳକ ଜଣକୁ ଅଚାନକ ଆକ୍ରମଣ କରିଥିଲା I ପିଲାଟିର ଚିତ୍କାର ଶୁଣି ପରିବାର ଲୋକେ ଆସିବାରୁ ପିଲାଟିକୁ ଛାଡି ବା ରହା ଟି ଜଙ୍ଗଲ ଭିତରକୁ ଦୌଡ଼ି ଚାଲିଯାଇଥିଲା I ପରେ ଗୁରୁତର ଅବସ୍ଥାରେ ନାବାଳକଟିକୁ ପରିବାର ଲୋକେ ପ୍ରଥମେ ଗୋଛାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସାପାଇଁ ଆଣିଥିଲେ I ପିଲାଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.