ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଦୁର୍ନୀତି ରୋକିବାକୁ ହେବ ଟେକ୍ନୋଲୋଜିର ବ୍ୟବହାର, ଏଣିକି ମଣ୍ଡିରେ ଲାଗିବ ସିସିଟିଭି

ଭୁବନେଶ୍ଵର, ୨୯/୦୬ : ରାଜ୍ୟରେ ଦୁର୍ନୀତି ରୋକିବାକୁ ଆକ୍ସନ ମୋଡ୍‌ରେ ମୋହନ ସରକାର। ଏଣିକି ଧାନ ମଣ୍ଡିରେ ଲାଗିବ ସିସିଟିଭି। ସେହିପରି ମଣ୍ଡିରୁ ଧାନ ନେଇ ଯାଉଥିବା ଗାଡିରେ ଲାଗିବ ଜିପିଏସ୍। ଏହାଦ୍ଵାରା ଧାନ ମିଲର ପାଖକୁ ଯାଉଛି ନା ବାଟମାରଣା ହେଉଛି ତାହା ଜଣାପଡ଼ିବ। ସେହିପରି ସିସିଟିଭି ମାଧ୍ୟମରେ ମଣ୍ଡିରେ ଚାଲିଥିବା କାର୍ଯ୍ୟକୁ ତଦାରଖ କରାଯିବ। ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। 

ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ୨ ମାସ ମଧ୍ୟରେ ଏହି ପ୍ଲାନ କାର୍ଯ୍ୟକାରୀ ହେବ। ଲିଫ୍ଟିଂ ତ୍ଵରାନ୍ଵିତ ହେବ। ଯାହାଫଳରେ ମଣ୍ଡିରେ କୃଷକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବେ ନାହିଁ। କଟନୀ ଛଟନୀ ନକରିବାକୁ ବନ୍ଦୋବସ୍ତ କରାଯିବ। କାର୍ଯ୍ୟରେ ଅବହେଳା କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.