ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍କିନ ପାଇଁ ବରଦାନ ଚିଆସିଡ୍, ଜାଣନ୍ତୁ କ'ଣ ରହିଛି ଏହା ପଛର କାରଣ

ଟ୍ରେଣ୍ଡିଂ ସୁପରଫୁଡ୍ ଚିଆସିଡ ତ୍ୱଚା ଏବଂ କେଶ ପାଇଁ ବହୁତ ଲାଭଦାୟକ ଅଟେ । ଏଥିରେ ଥିବା ପୋଷକତତ୍ତ୍ଵ ଆପଣଙ୍କର ସମ୍ପୂର୍ଣ୍ଣ ଶରୀର ପାଇଁ ଅତ୍ୟନ୍ତ ଭଲ ଅଟେ। ଚିଆସିଡରେ ଓମେଗା ୩ ଫ୍ୟାଟି ଏସିଡ, ପ୍ରୋଟିନ, ଡାଏଟ୍ରୀ ଫାଇବର, କ୍ୟାଲସିୟମ, ଏଣ୍ଟିଅକ୍ସିଡେଣ୍ଟର ଭଲ ପରିମାଣ ରହିଛି । ଯାହା ଆପଣଙ୍କ ସ୍କିନ୍ ପାଇଁ ବହୁତ ଲାଭଦାୟକ। ଏହାକୁ ଗ୍ରହଣ କରିବା ସହିତ ୭ ଦିନ ପାଇଁ ଚ । ଶୀଘ୍ର ପେଟର ଚର୍ବି କମିବ।

ଏହାର ସ୍କିନ ବେନିଫିଟ:-

 ଚିଆସିଡରେ ଥିବା ଏଣ୍ଟିଅକ୍ସିଡେଣ୍ଟର ଉଚ୍ଚ ପରିମାଣ ୟୁଭି ଏକ୍ସପୋଜର କାରଣରୁ ହେଉଥିବା କ୍ଷତି ସହ ଲଢ଼ିବାକୁ ସାହାଯ୍ୟ କରିଥାଏ । ଏହା ବୟସ ବଢିବାର ସଂକେତ କୁ ଦୂର କରିଥାଏ। 

 ଆପଣଙ୍କ ତ୍ଵଚାରେ ହେଉଥିବା ସମସ୍ତ ପ୍ରକାରର ସମସ୍ୟା କିଛି ନା କିଛି କାରଣରୁ ହୋଇଥାଏ । ଚିଆ ସିଡ ତ୍ଵଚାକୁ ଥଣ୍ଡା କରିଥାଏ ଏବଂ ସମସ୍ତ ସମସ୍ୟାର ସମାଧାନ କରିଥାଏ।

 ଏଥିରେ ଓମେଗା ୩ଫ୍ୟାଟି ଏସିଡ ଭରପୁର ରହିଥାଏ । ଏହା ତ୍ଵଚାରେ ସନ୍ବର୍ଣ କମାଇ ଏହାକୁ ଉନ୍ନତ କରିଥାଏ। 

 ଏଥିରେ ବହୁତ ଅଧିକ ପାଣି ରହିଥାଏ। ତେଣୁ ଏହାକୁ ଆହାରରେ ଗ୍ରହଣ କରିଲେ , ଆପଣ ହାଇଡ୍ରେଟ ରହିବେ ଏବଂ ତ୍ୱଚାର ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ହିତକର।

   ଭିଟାମିନ ଏ ଏବଂ ସି, ଆୟରନ୍, ପୋଟାସିୟମ ଭଳି ପୋଷକତତ୍ତ୍ଵରେ ଭରପୁର ଚିଆସିଡ ତ୍ୱଚାରେ ଏକ ପ୍ରାକୃତିକ ଚମକ ଆଣିଥାଏ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.