ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବସରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ବସ ଭଙ୍ଗାରୁଜା

ଆସ୍କା, ୭।୫ : ହିଂଜିଳି ଥାନା ରାଳବ ଛକ ନିକଟରେ ଅଘଟଣ  । ବସରୁ ଖସି କଲେଜ ଛାତ୍ରଙ୍କ ମୃତ୍ୟୁ।  ମୃତକ କଲେଜ ଛାତ୍ର ଜଣକ ହେଲେ ରାହୁଲ ନାୟକ(୧୯) । ସେ ଅଙ୍କୁଶପୁର ଏସଏମଆଇଟି କଲେଜରେ ଡିପ୍ଲୋମା କରୁଥିଲେ  I 

 ରାହୁଲ ହିଂଜିଳି ରୁ   ମହାବାହୁ ନାମକ ଏକ ବସ ଯୋଗେ  ନିଜ ଘର କୁଟିଆ ପଦରକୁ ଫେରୁଥିଲେ l   କୌଣସି କାରଣରୁ ରାଳବ ଛକ ଠାରେ ବସ ରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି l  ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକ  ବସକୁ ଭଙ୍ଗା ରୁଜା କରିଥିଲେ।    ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜନାକୁ ଆୟତ୍ତ କରିବା ସହ  ଘଟଣାର ତଦନ୍ତ କରୁଛି I

ଆହୁରି ପଢନ୍ତୁ : ମଦ୍ୟପ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ, ରାସ୍ତାରେ ଅଟକାଇଲେ ଗାଡି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.