ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫ ଆସନରେ କଂଗ୍ରେସର ପ୍ରାର୍ଥୀ ପରିବର୍ତ୍ତନ: ବରୀରେ ଆରତୀଙ୍କ ବଦଳରେ ଦେବାଶିଷଙ୍କୁ ଟିକେଟ୍‌, ଅକ୍ଷୟ ଆଚାର୍ଯ୍ୟଙ୍କୁ ନୀଳଗିରି ଟିକେଟ୍

ଭୁବନେଶ୍ୱର ୦୫/୦୫ : ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ପରିବର୍ତ୍ତନ । ଜଳେଶ୍ବର, ବରୀ, ଆଠମଲ୍ଲିକ, ଆଠଗଡ଼, ପୁରୀରେ ପ୍ରାର୍ଥୀ ବଦଲାଇଲା କଂଗ୍ରେସ। ନୀଳଗିରି ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବରୀରେ ଆରତୀ ଦେଓଙ୍କ ବଦଳରେ ଦେବାଶିଷ ନାୟକଙ୍କୁ କଂଗ୍ରେସ ଟିକେଟ୍ ଦେଇଛି। ସେହିଭଳି ନୀଳଗିରି ପାଇଁ ଅକ୍ଷୟ ଆଚାର୍ଯ୍ୟଙ୍କୁ ଟିକେଟ ଦେଇଛି କଂଗ୍ରେସ।

କଂଗ୍ରେସ ପକ୍ଷରୁ ରିଲିଜ୍ ହୋଇଥିବା ପ୍ରେସ୍ ରିଲିଜ୍ ଅନୁଯାୟୀ, ଜଳେଶ୍ୱରରେ ଦେବୀ ପ୍ରସନ୍ନ ଚାନ୍ଦଙ୍କ ବଦଳରେ ସୁଦର୍ଶନ ଦାଶଙ୍କୁ ଟିକେଟ୍, ବରୀରେ ଆରତୀ ଦେଓଙ୍କ ବଦଳରେ ଦେବାଶିଷ ନାୟକଙ୍କୁ ଟିକେଟ୍, ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ବଦଳରେ ହିଂମାଶୁ ଚାଉଳିଆଙ୍କୁ ଟିକେଟ୍, ଆଠଗଡ଼ରେ ମେହବୁବ୍ ଅହମ୍ମଦଙ୍କ ବଦଳରେ ସୁଦର୍ଶନ ସାହୁଙ୍କୁ ଟିକେଟ୍, ପୁରୀରେ ସୁଜିତ ମହାପାତ୍ରଙ୍କ ବଦଳରେ ଉମା ବଲ୍ଲଭ ରଥଙ୍କୁ ଟିକେଟ୍ । ସେହିପରି ନୀଳଗିରିରେ ଅକ୍ଷୟ ଆଚାର୍ଯ୍ୟଙ୍କୁ ଟିକେଟ ଦେଇଛି କଂଗ୍ରେସ ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.