ପ୍ରମୂଖ ଖବର
  • ବଜେପି ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ
  • ||
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଭୀଷଣ ଗରମ: ବିଦ୍ୟୁତ୍ ଟ୍ରାନ୍ସଫରମରରେ ଲଗାଗଲା କୁଲର, ଓଦା ଅଖା ଗୁଡ଼ାଇ ପକାଯାଉଛି ପାଣି

ନୂଆଦିଲ୍ଲୀ,୩୦।୫: ଉତ୍ତରାଖଣ୍ଡର ଋଷିକେଶ, ରୁଡକୀ ଓ ରୁଦ୍ରପୁର ଭଳି ସହରର ତାପମାତ୍ରା ୪୩ ଡିଗ୍ରୀ ପାର କରିଯାଇଛି। ପ୍ରବଳ ଗରମରେ ନା କେବଳ ମଣିଷ ନୁହେଁ ବଂର ମେସିନ୍ ମଧ୍ୟ ପ୍ରଭାବିତ ହେଉଛି। ଭୀଷଣ ଗରମରେ ବିଦ୍ୟୁତ ଟ୍ରାନ୍ସଫରମରରେ ଯେପରି ଲୋଡ୍‌ ନପଡିବ ସେଥିପାଇଁ ବିଜୁଳି ବିଭାଗର ଅଫିସର ଟ୍ରାନ୍ସଫର୍ମରରେ କୁଲର ଲଗାଇଛନ୍ତି।

ଏହା ସହିତ ଟ୍ରାନ୍ସଫର୍ମର ପାଖରେ ଓଦା ଅଖା ମଧ୍ୟ ଗୁଡାଇ ଦିଆଯାଇଛି, ଯାହା ଉପରେ ଲଗାତାର ପାଣି ପକାଯାଉଛି। ଟ୍ରାନ୍ସଫରମର ପ୍ୟାନେଲ୍‌କୁ ଥଣ୍ଡା ରଖିବାର ଚେଷ୍ଟା କରାଯାଉଛି। ଭୀଷଣ ଗରମରେ ବିଜୁଳି ସପ୍ଲାଇ ସୂଚାରୁ ରୂପେ ରଖିବା ପାଇଁ ଜୋରଦାର କାମ ଚାଲିଛି। 

ନିଗମର ଋଷିକେଶ କ୍ଷେତ୍ର ଅନ୍ତର୍ଗତ ୮ଟି ଷ୍ଟେସନ୍‌ରେ କେଉଁଠି ନା କେଉଁଠି ସପ୍ଲାଇ ଟ୍ରାନ୍ସଫର ଗରମରେ ଯେଉଁ ଭଳି ନଜଳୁ, ସେଥିପାଇଁ ତାକୁ ଥଣ୍ଡା ରଖିବାକୁ କୁଲର ଲଗାଯାଇଛି। ସବୁ ସବ୍ ଷ୍ଟେସନ୍‌ରେ ସ୍ଥାପିତ ୫ ଏମ୍‌ଭିଏରୁ ଅଧିକ ଦୁଇଟି ଲେଖାଏଁ ସପ୍ଲାଇ ଟ୍ରାନ୍ସଫରମରରେ ମୋଟ ୩୨ଟି କୁଲର ଲଗାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.