ପ୍ରମୁଖ ଖବର
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ମଦ୍ୟପ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ, ରାସ୍ତାରେ ଅଟକାଇଲେ ଗାଡି

ଭୁବନେଶ୍ବର, ୭।୫ :   ମଦ୍ୟପ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ। ପାତ୍ରପଡ଼ା ରାସ୍ତାରେ ଏହା ଦେଖିବାକୁ ମିଳିଛି। ରାସ୍ତା ମଝିରେ ଏପରି ଉତ୍ପାତ କଲେ ଯେ ରାସ୍ତା ମଝିରେ ଅଟକିଗଲା  ଶହଶହ ଗାଡି।  ଶେଷରେ ଖବର ପାଇ ଖଣ୍ଡଗିରି ପୋଲିସ ପହଞ୍ଚି ଯୁବତୀଙ୍କୁ ଥାନାକୁ ଆଣିଥିଲା। ତେବେ ଥାନାରେ ପହଞ୍ଚିବା ପରେ ମଧ୍ୟ ନିଶା ଉତୁରୀ ନ ଥିଲା।  ନିଶାଶକ୍ତ  ଅସ୍ଥାରେ ଯୁବତୀ ଜଣକ ଥାନାରେ ମଧ୍ୟ କିଛି ସମୟ ଧରି  ଉତ୍ପାତ କରିଥିଲେ ।  ଏପରିକି ଯୁବତୀଙ୍କୁ  ସମ୍ଭାଳିବାକୁ ଥାନାରେ ମହିଳା ପୁଲିସକୁ ନାକେଦମ ହେବାକୁ ପଡିଛି। 

ଆହୁରି ପଢନ୍ତୁ : ଡମ୍ଫର ଚକାତଳେ ପଡି ଚାଲିଗଲା ଛାତ୍ରଙ୍କ ଜୀବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.