ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବଡ଼ଦାଣ୍ଡରେ ଥିବା ନରେନ୍ଦ୍ର ମହଲର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ, ୭/୧୨ : ପୁରୀ ବଡ଼ଦାଣ୍ଡରେ ଥିବା ନରେନ୍ଦ୍ର ମହଲ ଉଚ୍ଛେଦ ଆରମ୍ଭ। ଗୁରୁବାର ସକାଳ ପ୍ରାୟ ୧୧ଟା ସମୟରେ ବଡ଼ଦାଣ୍ଡ ନିକଟ ନରେନ୍ଦ୍ର ମହଲା କୋଠା ଉଚ୍ଛେଦ ପ୍ରକିୟା ଆରମ୍ଭ ହୋଇଛି l ବଡ଼ଦାଣ୍ଡ କଡ଼ରେ ଶ୍ରୀ ନହର ଓ ବାଗେଡ଼ିଆ ଧର୍ମଶାଳା ମଝିରେ ଥିବା ରାଘବଦାସ ମଠ ନରେନ୍ଦ୍ର ମହଲକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯାଉଛି l 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉନ୍ନତିକରଣ ପାଇଁ ଏହି କୋଠାଟିକୁ ଭଙ୍ଗାଯାଉଛି l ପୂର୍ବରୁ ମରିଚି କୋଟ ଛକ ନିକଟରୁ ଶ୍ରୀମନ୍ଦିର କଯ୍ୟାଳୟ ନିକଟ ପଯ୍ୟନ୍ତ ଉଠା ଦୋକାନ ଉଚ୍ଛେଦ କରାଯାଇଛିl

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.