ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ହାତୀ ଘଉଡ଼ାଇବାକୁ ଯାଇ ମାଡ଼ ଖାଇଲେ ଫରେଷ୍ଟର, ଜଣେ ଗିରଫ ୨ ଫେରାର୍

ରାଉରକେଲା, ୧୨/୦୯ : ହାତୀ ଘଉଡାଇବାକୁ ଯାଇ ମାଡ ଖାଇଲେ ଫରେଷ୍ଟର। ଦୁଇ ଦନ୍ତା ହାତୀଙ୍କୁ ଘଉଡାଇବାକୁ ଯାଇ ମାଡ ଖାଇଲେ ଫରେଷ୍ଟ ଗାର୍ଡ । ବଣେଇ ବାଙ୍କୀ ଫରେଷ୍ଟ ରେଞ୍ଜ ତାଳବହାଳି ଗାଁରେ ଏଭଳି ଘଟଣା ଘଟିଛି। 

ସୂଚନାନୁଯାୟୀ, ଦୁଇଟି ଗୋଠଛଡ଼ା ଦନ୍ତା ଅନେକ ଦିନ ହେଲା ଲୋକଙ୍କ ଚାଷ ଜମି ନଷ୍ଟ କରିବା ସହ ଜନ ବସତି ମୁହାଁ ହୋଇଛନ୍ତି । ବାରମ୍ବାର ସ୍ଥାନୀୟ ଲୋକଙ୍କ ସହ ବନବିଭାଗ ଘଉଡାଉ ଥିଲେ ବି କିଛି ଲାଭ ହେଉନାହିଁ। ପୁଣି ଜନବସତି ମୁହାଁ ହେଉଛନ୍ତି ହାତୀ । ଲୋକଙ୍କ ଦାବି ସ୍ଥାୟୀ ପ୍ରତିକାର କିନ୍ତୁ ବନ ବିଭାଗ ଫେଲ । ଆଜି ହାତୀ ଘଉଡାଇବାକୁ ଯାଇ ମାଡ ଖାଇଲେ ଫରେଷ୍ଟର। ଫରେଷ୍ଟ ଗାର୍ଡ ସହ ଜଣେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ମାଡ ମରାଯାଇଛି । ଏହି ଘଟଣାରେ ତିନି ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ମିଟୁ ମହନ୍ତ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର ସହ ତାର ସହଯୋଗୀ ଫେରାର ହୋଇଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.