ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ

ଭୁବନେଶ୍ୱର,୧୯/୦୪:  ରେକର୍ଡ ସ୍ତରରେ ପହଞ୍ଚିଥିବା ସୁନା ଦରରେ ଗୁରୁବାର ସାମାନ୍ୟ ହ୍ରାସ ଘଟିଛି । ଓଡ଼ିଶାର  ରାଜଧାନୀ ଭୁବନେଶ୍ୱରରେ ଗୁରୁବାର୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା  ଦର ୩୩୦ ଟଙ୍କା ଖସିଛି । ଫଳରେ  ଏହା ୭୩,୮୦୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ, ୧୦ ଗ୍ରାମ ପିଛା ୨୨  କ୍ୟାରେଟ୍‌ ସୁନା ଦର ୩୦୦ ଟଙ୍କା ହ୍ରାସ  ପାଇଛି । ଫଳରେ ଏହା ୬୭,୬୫୦  ଟଙ୍କାକୁ ଖସିଆସିଛି। ସୂଚନାଯୋଗ୍ୟ,  ବିଭିନ୍ନ ପ୍ରକାର ଭୁ-ରାଜନୈତିକ ସମସ୍ୟା  ମଧ୍ୟରେ ଲଗାତର ସୁନା ଦରରେ ବୃଦ୍ଧି  ଘଟିବା ଫଳରେ ଏହା ୭୪,୦୦୦ ସ୍ତର  ଅତିକ୍ରମ କରିଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.