ଭୁବନେଶ୍ୱର,୧୬/୦୫: ସୁନା ଦର ପୁଣି ୭୩,୦୦୦ ଟଙ୍କା ପାର୍ କରିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ୪୩୦ ଟଙ୍କା ମହଙ୍ଗା ହୋଇଛି । ଫଳରେ ଏହା ୭୩,୨୫୦ ଟଙ୍କା ଛୁଇଁଛି । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ୪୦୦ ଟଙ୍କା ବଢ଼ି ୬୭,୧୫୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦାମ ୩୦୦ ଟଙ୍କା ବୃଦ୍ଧି ପାଇ ୯୧,୦୦୦ ଟଙ୍କା ହୋଇଥିବା ଜଣାପଡ଼ିଛି ।
ସାଙ୍ଗଠନିକ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା ବିଜେଡି: ପ...