ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ରାଜସ୍ଥାନର ବାଡମେରରେ ବାୟୁସେନାର ବିମାନ କ୍ରାସ୍, ପାଇଲଟ ସୁରକ୍ଷିତ

ବାଡମେର – ରାଜସ୍ଥାନର ବାଡମେର ଜିଲ୍ଲାରେ ବାୟୁସେନାର ମିଗ୍‌-୨୯ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ଦୁଘଟଣା ସୋମବାର (୨ ସେପ୍ଟେମ୍ୱର) ରାତିରେ ଘଟିଛି । ସ୍ଥାନୀୟ ପୁଲିସ ମୁତାବିକ ଏହି ସୂଚନା ମିଳିଛି। ସେଠାରେ ବାୟୁସେନାର ଅଧିକାରୀ କହିଛନ୍ତି କି, ଏହି ଦୁର୍ଘଟଣାରେ ପାଇଲଟ ଅଛନ୍ତି। ସେ ନିଜକୁ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ଆସିବାରେ ସଫଳ ହୋଇଛନ୍ତି। ଦୁର୍ଘଟଣାର ସ୍ଥାନରେ ଧନଜୀବନ କ୍ଷୟଭତିର ଖବର ଆସି ନାହିଁ। ବାୟୁସେନା କୋର୍ଟ ଅଫ୍‌ ଇନକ୍ୱାରୀର ଆଦେଶ ଦେଇଛି। 

ଦୁର୍ଘଟଣା ପରେ ଭାରତୀୟ ବାୟୁ ସେନା ପକ୍ଷରୁ ବୟାନ ଜାରି କରାଯାଇଛି। ବାୟୁସେନା ଏକ୍ସରେ ନିଜର ପୋଷ୍ଟରେ କହିଛି- ହାଡମେର ସେକ୍ଟରରେ ଏକ ନିୟମିତ ରାତ୍ରି ପ୍ରଶିକ୍ଷଣ ମିଶନ ବେଳେ , ଏକ ଆଇଏଏଫ୍‌ ମିଗ୍‌- ୨୯ ରେ ଏକ ଗୁରୁତର ଟେକ୍ନିକାଲ ସମସ୍ୟା ଆସି ଥିଲା , ଯେଉଁଥି ପାଇଁ ପାଇଲଟଙ୍କୁ ବିମାନରୁ ଇଜେକ୍ଟ କରିବାକୁ ପଡ଼ିଛି। ପାଇଲଟ୍‌ ସୁରକ୍ଷିତ ଅଛନ୍ତି , କୌଣସି ଧନଜୀବନର କ୍ଷୟକ୍ଷତିର ଖବର ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.