ପ୍ରମୁଖ ଖବର
  • ସାଲେପୁର : ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ବେପାରୀ ଫେରାର
  • ||
  • ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ଅନ୍ତର୍ଜାତୀୟ ଧାତ୍ରୀ ଦିବସ, ଏ ବର୍ଷର ଥିମ “ମିଡଓ୍ବେଭି୍‌ସ : ଏ ଭାଇଟାଲ୍ କ୍ଲାଇମେଟ୍ ସଲୁସନ୍,”

ନୂଆଦିଲ୍ଲୀ ୦୫/୦୫: ୧୯୯୨ ମସିହାରୁ ପ୍ରତି ବର୍ଷ ଇଣ୍ଟରନ୍ୟାସନାଲ କନ୍‌ଫେଡେରେସନ୍‌ ଅଫ୍‌ ମିଡ୍‌ୱାଇଭ୍‌ସ (ଆଇସିଏମ୍‌)  ଧାତ୍ରୀଙ୍କ କାର୍ଯ୍ୟକୁ ବିଶ୍ୱସ୍ତରରେ ମାନ୍ୟତା ପ୍ରଦାନ କରିବା ନିମନ୍ତେ ମେ’ ୫ ତାରିଖକୁ ଅନ୍ତର୍ଜାତୀୟ ଧାତ୍ରୀ ଦିବସ  ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଲା । ଧାତ୍ରୀଙ୍କ ସ୍ଥିତି ଏବଂ  ମା’ ଓ ସେମାନଙ୍କ ନବଜାତ ଶିଶୁଙ୍କୁ ଧାତ୍ରୀ ପ୍ରଦାନ କରୁଥିବା  ଗୁରୁତ୍ୱପୂର୍ଣ୍ଣ ଯତ୍ନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ  ପ୍ରତି ବର୍ଷ ଆଇସିଏମ୍‌ ତା’ର ସଂଗଠନ ସଦସ୍ୟ, ସହଭାଗୀ  ଓ ଷ୍ଟେକ୍‌ହୋଲଡର୍‌ଙ୍କୁ ପ୍ରେରିତ କରିବା ପାଇଁ ଏକ ବିଷୟ  ବା ଥିମ୍‌ ପ୍ରସ୍ତୁତ କରେ। ଏ ବର୍ଷର ଥିମ ରହିଛି “ମିଡଓ୍ବେଭି୍‌ସ : ଏ ଭାଇଟାଲ୍ କ୍ଲାଇମେଟ୍ ସଲୁସନ୍,”।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.