ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନ୍ତର୍ଜାତୀୟ ଧାତ୍ରୀ ଦିବସ, ଏ ବର୍ଷର ଥିମ “ମିଡଓ୍ବେଭି୍‌ସ : ଏ ଭାଇଟାଲ୍ କ୍ଲାଇମେଟ୍ ସଲୁସନ୍,”

ନୂଆଦିଲ୍ଲୀ ୦୫/୦୫: ୧୯୯୨ ମସିହାରୁ ପ୍ରତି ବର୍ଷ ଇଣ୍ଟରନ୍ୟାସନାଲ କନ୍‌ଫେଡେରେସନ୍‌ ଅଫ୍‌ ମିଡ୍‌ୱାଇଭ୍‌ସ (ଆଇସିଏମ୍‌)  ଧାତ୍ରୀଙ୍କ କାର୍ଯ୍ୟକୁ ବିଶ୍ୱସ୍ତରରେ ମାନ୍ୟତା ପ୍ରଦାନ କରିବା ନିମନ୍ତେ ମେ’ ୫ ତାରିଖକୁ ଅନ୍ତର୍ଜାତୀୟ ଧାତ୍ରୀ ଦିବସ  ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଲା । ଧାତ୍ରୀଙ୍କ ସ୍ଥିତି ଏବଂ  ମା’ ଓ ସେମାନଙ୍କ ନବଜାତ ଶିଶୁଙ୍କୁ ଧାତ୍ରୀ ପ୍ରଦାନ କରୁଥିବା  ଗୁରୁତ୍ୱପୂର୍ଣ୍ଣ ଯତ୍ନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ  ପ୍ରତି ବର୍ଷ ଆଇସିଏମ୍‌ ତା’ର ସଂଗଠନ ସଦସ୍ୟ, ସହଭାଗୀ  ଓ ଷ୍ଟେକ୍‌ହୋଲଡର୍‌ଙ୍କୁ ପ୍ରେରିତ କରିବା ପାଇଁ ଏକ ବିଷୟ  ବା ଥିମ୍‌ ପ୍ରସ୍ତୁତ କରେ। ଏ ବର୍ଷର ଥିମ ରହିଛି “ମିଡଓ୍ବେଭି୍‌ସ : ଏ ଭାଇଟାଲ୍ କ୍ଲାଇମେଟ୍ ସଲୁସନ୍,”।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.