ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଏହି ସିଜନରେ ପୁଣି ଥରେ ହେବନି ଧୋନୀ- କୋହଲୀଙ୍କ ଟକ୍କର, ଗ୍ରୁପ ଷ୍ଟେଜ୍ ଲାଗି ଟୁର୍ଣ୍ଣାମେଣ୍ଟରେ ହେଲା ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ,୨୪/୩ : ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଖେଳାଯାଇଥିଲା । ମୁକାବିଲାରେ ଫ୍ୟାନ୍ସଙ୍କ ଖୁବ୍ ମନୋରଞ୍ଜନ କରିଥିଲେ । ଆପଣ ଭାବୁଥିବେ ଦୁଇ ଜଣଙ୍କ ମଧ୍ୟରେ ପୁଣି ଏକ ଟକ୍କର ଦେଖିବାକୁ ମିଳିବ, କିନ୍ତୁ ଏଭଳି ହେବ ନାହିଁ । ଏବେ ଆଇପିଏଲର ଏହି ସିଜନରେ ଧୋନୀ ଏବଂ କୋହଲୀଙ୍କୁ ମଧ୍ୟ ଦ୍ବିତୀୟ ଟକ୍କର ହେବ ନାହିଁ । ପ୍ରକାଶ ଯେ, ଚଳିତ ଥର ୧୦ଟିମକୁ ଦୁଇ ଗ୍ରୁପ‌ରେ ବଣ୍ଟା ଯାଇଛି, ଯେଉଁଥିରେ ଏକ ଗ୍ରୁପ ‘ଏ’ ଏବଂ ଦ୍ବିତୀୟରେ ‘ବି’ ଅଟେ ।

ଚ୍ନେନ୍ନାଇ ଏବଂ ବେଙ୍ଗାଲୁରର ଟିମ୍ ଗ୍ରୁପ ‘ବି’ରେ ଉପସ୍ଥିତ ଅଛନ୍ତି । ଟୁର୍ଣ୍ଣାମେଣ୍ଟର ଗୋଟିଏ ଗ୍ରୁପରେ ଉପସ୍ଥିତ ଟିମ ଜଣେ ଅନ୍ୟ ଜଣଙ୍କ ବିପକ୍ଷରେ ଗୋଟିଏ ମ୍ୟାଚ ଖେଳିବେ । ଯାହାକି ବିରୋଧି ଗ୍ରୁପରେ ଉପସ୍ଥିତ ଟିମ୍ ଜଣେ ଅନ୍ୟ ଜଣଙ୍କ ବିପକ୍ଷରେ ୨-୨ମ୍ୟାଚ୍ ଖେଳିବେ । ଏପରି ସ୍ଥଳେ ଏହା ଫ୍ୟାନ୍ସଙ୍କ ଲାଗି ନିରାଶା ଜନକ ହୋଇପାରେ । ମାତ୍ର ପ୍ଲେଅଫ୍ସରେ ଆରସିବି ଏବଂ ସିଏସକେ ଟକ୍କର ଦେଖିବାକୁ ମିଳିପାରେ, କିନ୍ତୁ ଗ୍ରୁଫ ଷ୍ଟେଜରେ ଦୁଇ ଜଣ ସାମ୍ନା-ସାମ୍ନି ହେବେ ନାହିଁ ।

ଗ୍ରୁପ ଏ ରେ- ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାୟଣ୍ଟ୍ସକୁ ରଖାଯାଇଛି । ସେହିଭଳି ଗ୍ରୁପ ବିରେ ଚେନ୍ନାଇ ସୁପର କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ପଞ୍ଜାବ କିଙ୍ଗ୍ସ ଏବଂ ଗୁଜୁରାଟ ଟାଇଟନ୍ସକୁ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.