ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

୨୦ ବସ୍ତା ଗଞ୍ଜେଇ ଜବତ କଲା କାଲିମେଳା ପୋଲିସ, ଆନୁମାନିକ ବଜାର ମୂଲ୍ୟ ୪୫ ଲକ୍ଷରୁ ଅଧିକ

କାଲିମେଳା, ୩୧।୩: ଗଞ୍ଜେଇ ସହ ଗାଡ଼ିକୁ ଜବତ କଲା କାଲିମେଳା ପୋଲିସ । ଧଳା ରଙ୍ଗର ଅଶୋକ ଲେୟଲାଣ୍ଡ କମ୍ପାନୀର ଗାଡ଼ି ଉପରେ ତରବୁଜ ରଖି ଏହା ଭିତରେ ଗଞ୍ଜେଇ ଲୁଚେଇ ପଡ଼ୋଶୀ ରାଜ୍ୟକୁ ଚୋରା ଚାଲାଣ ହେଉଥିଲା । କାଲିମେଳା ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ଗତ ଗତ ଶୁକ୍ରବାର ଭୋର ସକାଳେ ସୁଧାଖୁଣ୍ଟା ଜଙ୍ଗଲ ନିକଟ ମାଛ ଘାଟିରେ ମାଡ଼ି ବସିଥିଲା । 

ତେବେ ଦୁର୍ବୃତ୍ତ ଟମ୍ପଟ ମାରିଥିବା ବେଳେ ଗାଡ଼ିକୁ ଜବତ କରି ଗାଡ଼ି ଭିତରୁ ୨୦ଟି ବସ୍ଥାରେ ଭରା ହୋଇଥିବା ୫୦୦ କିଲୋ ଗଞ୍ଜେଇ ବାହାରିଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ପାଖାପାଖି ୪୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ପ୍ରକାଶ କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.