ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡ

କଟକ, ୨୬।୬ : ଟଙ୍କା ପାଇଁ ନିଜ ବାପାଙ୍କୁ ନିଆଁରେ ପୋଡି ହତ୍ୟା କରିଥିବା ପୁଅକୁ ଆଜୀବନ କାରାଦଣ୍ଡ । ଏଥି ସହିତ ୧୦ ହାଜର ଟଙ୍କା ଜରିମନା ଦେବାକୁ  କଟକ ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ନିର୍ଦେଶ ଦେଇଛନ୍ତି। ଜରିମନା ଅନାଦେୟରେ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବେ ବୋଲି  ରାୟରେ ଦର୍ଶାଇଛନ୍ତି। 

୨୦୧୮ ମସିହା ଅଗଷ୍ଟ ୧୮ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ। ହାଇକୋର୍ଟର କର୍ମଚାରୀ ମୁରଲୀଧର ସାହୁଙ୍କୁ  ଟଙ୍କା ପାଇଁ ପେଟ୍ରୋଲ ଢାଳି  ନିଆଁ ଲଗାଇ  ପୋଡି ଦେଇଥିଲା ପୁଅ ସନ୍ତୋଷ ସାହୁ। ୨୪ ଟି ଦସ୍ତାବିଜ ଓ ୨୮ ଜଣ ସାକ୍ଷୀଙ୍କ ଵୟାନ ଆଧାରରେ  ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.