ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସକୁ ନଜଣାଇ ପୋଡିଦେଲେ ପରିବାର ଲୋକ

ନିଆଳି, ୧୫/୦୪ : ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନିଆଳି ଥାନା ଅଧିନ ମହଙ୍ଗପଡ଼ା ଗାଁରେ ୨ ଜଣ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ତାହା ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ସୂଚନାନୁଯାୟୀ, ମୃତକ ହେଲେ ନିଆଳି ଥାନା ଅଧିନ ମହଙ୍ଗ ପଡ଼ା ଗାଁର ବିକାଶ ପ୍ରଧାନ ଓ ନିକଟସ୍ଥ ମାଳୋ ଗାଁର ପାଗେଲି ଦାସ। ସୋମବାର ସକାଳେ ସେମାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଉଭୟଙ୍କୁ ହତ୍ୟା କରାଯାଇଛି ନା ଏହା ଆତ୍ମହତ୍ୟା ତାହାର କାରଣ ଅସ୍ପଷ୍ଟ ରହିଛି। ଅପରପକ୍ଷରେ ପୋଲିସକୁ ନ ଜଣାଇ ଉଭୟ ପକ୍ଷର ପରିବାର ତରବରିଆ ଭାବେ ମୃତଦେହକୁ ମଶାଣୀରେ ପୋଡ଼ି ଦେଇଛନ୍ତି । ଘଟଣାରେ ନିଆଳି ପୋଲିସ ପହଞ୍ଚି ମଶାଣୀରେ ତଦନ୍ତ ଆରମ୍ଭ କରିଛି । ପୋଲିସ ଭୟରେ ଗାଁ ଲୋକେ ମୁହଁ ଖୋଲିବାକୁ ରାଜି ହେଉ ନାହାଁନ୍ତି। ଯାହା ସନ୍ଦେହକୁ ବେଶୀ ଦୃଢୀଭୂତ କରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.