ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଙ୍ଗଲରୁ ମାଓବାଦୀଙ୍କ ଶବ ଧରି ଫେରୁଥିବା ବେଳେ ଯବାନଙ୍କ ଉପରେ ମାଓବାଦୀଙ୍କ ଆକ୍ରମଣ, ଗୁଳି ବିନିମୟରେ ଜଣେ ମାଓବାଦୀ ମୃତ…

Image Courtesy: hindustantimes

ମାଲକାନଗିରି,୨୪/୫ ଜଙ୍ଗଲରୁ ମାଓବାଦୀଙ୍କ ଶବ ଧରି ଫେରୁଥିବା ବେଳେ ଯବାନଙ୍କ ଉପରେ ମାଓବାଦୀ କଲେ ଆକ୍ରମଣ। ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଯବାନଙ୍କ ଗୁଳିରେ ପୁଣି ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ନାରାୟଣପୁର ଜିଲ୍ଲା ଆବୁଜମାଦ ଜଙ୍ଗଲରେ ମାଓବାଦୀ- ଯବାନଙ୍କ ମଧ୍ୟରେ ଗୁଳିବିନିମୟରେ  ସାତ ଜଣ ମାଓବାଦୀ ନିହତ ହୋଇଥିଲେ । ଆଜି ମାଓବାଦୀ ଙ୍କ ମୃତଦେହ ନେଇ ଫେରୁଥିବା ଯବାନ ମାନଙ୍କ ଉପରକୁ ମାଓବାଦୀ ମାନେ ଆକ୍ରମଣ କରିଥିଲେ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯବାନଙ୍କ ଗୁଳିରେ ପୁଣି ଜଣେ ମାଓବାଦୀର ମୃତ୍ୟୁ ଘଟିଛି । ଗତକାଲି ଓ ଆଜି ନାରାୟଣପୁର ଏନକାଉଣ୍ଟରରେ ନିହତ ହୋଇଥିବା ମାଓବାଦୀଙ୍କ ସଂଖ୍ୟା ୮ କୁ ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.