ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଆସନ୍ତା ୩୧ଦିନ ଏହି ରାଶି ଲାଗି ହେବ ବରଦାନ ସମାନ, ମଙ୍ଗଳ ଚଳନ ଦେବ ଲାଭ

ମଙ୍ଗଳ ଗ୍ରହମାନଙ୍କ ମଧ୍ୟରେ ସେନାପତି, ଯିଏ ଏହି ସମୟରେ ମୀନ ରାଶିରେ ଚଳନ କରୁଛନ୍ତି । ମଙ୍ଗଳ ଗ୍ରହଣ ଦମ୍ଭ, ସାହସ ଏବଂ ପରାକ୍ରମର କାରକ କୁହାଯାଏ । ମଙ୍ଗଳ ଚଳନ ଯଦି ଶୁଭ ହୁଏ ତେବେ ପରିଶ୍ରମରେ ରଙ୍ଗ ଆଣିଥାଏ । ପ୍ରମୋଶନର ଯୋଗ ମିଳିବା ସହ ମାନ – ସମ୍ମାନ ବି ମିଳିଥାଏ । ମଙ୍ଗଳର ଆଗାମୀ ଚଳନ ନିଜ ରାଶି ମେଷରେ ହେବ । ୨୩ଏପ୍ରିଲରେ ମଙ୍ଗଳର ରାଶି ପରିବର୍ତ୍ତନ ହୋଇଥିଲା । ଯାହା ଆଗାମୀ ଦିନରେ ୩୧ଦିନ ପର୍ଯ୍ୟନ୍ତ ଏହି ରାଶିରେ ରହିବ । ଆସନ୍ତୁ ଜାଣିବା ମଙ୍ଗଳର ଚଳନରେ କିଭଳି ଲାଭ ହେବ । 

ବୃଷ  

ବୃଷ ରାଶିର ଜାତକ ଲାଗି ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ସୁଫଳ ବୋଲି କୁହାଯାଉଛି । ଏହି ରାଶିର ଲୋକଙ୍କ ପୂଜା-ପାଠରେ ଖୁବ୍ ମନ ଲାଗିବ । ସେହିଭଳି ବିଦେଶ ଯାତ୍ରାରେ ଯିବାର ସମ୍ଭାବନା ବି ଅଛି । ଆପଣଙ୍କ ଭାଗ୍ୟ ସାଥ୍ ଦେବ ଏବଂ ସମୟ ଭଲ ରହିବ । ଏହାସହ ପ୍ରେମୀ- ପ୍ରେମିକାଙ୍କ ଭେଟ ବି ସମ୍ଭାବନା ଅଛି । 

କର୍କଟ  

ମଙ୍ଗଳ ଗ୍ରହର ଏହି ଚଳନରେ କର୍କଟ ରାଶି ଲାଗି ବହୁତ ଭଲ ବୋଲି କୁହାଯାଉଛି । ସେୟାର ବଜାରରେ ସୁରକ୍ଷିତ ବିକଳ୍ପରେ ନିବେଶ କରିବା ଲଭବାନ ସାବ୍ୟସ୍ତ ହୋଇପାରେ । ସେହିଭଳି କୌଣସି ଶୁଭ ସମାଚାର ବି ମିଳିପାରେ । ଆର୍ଥିକ ସ୍ଥିତି ବି ମଜବୁତ ରହିବ । ଏହାସହ ଚାକିରୀରେ ପ୍ରମୋଶନ ଯୋଗ ବି ରହିଛି । କିନ୍ତୁ ଆପଣ ଆପଣଙ୍କ ସ୍ବାସ୍ଥ୍ୟର ଦେଖାରଖା କରିବା ଜରୁରୀ । 

ବିଛା

ମଙ୍ଗଳଦେବ ମୀନ ରାଶିରେ ପ୍ରବେଶ କରିବେ, ଯାହାର ପରିଣାମ ସୂରୁପ ବିଛା ରାଶିର ଳୋକଙ୍କୁ ଶୁଭଫଳ ପ୍ରାପ୍ତି ହେବ । ଘର ପରିବାରରେ ସୁଖ-ଶାନ୍ତିର ମାହୋଲ ରହିବ । କାରବାରରେ ସଫଳତା ମିଳିବ ଏହାସହ ସ୍ବାସ୍ଥ୍ୟ ବି ଭଲ ରହିବ । ସେହିଭଳି ଧନ ଲାଭର ବି ଯୋଗ ରହିବ । କିନ୍ତୁ ଖର୍ଚ୍ଚ ବଢିପାରେ, ଧ୍ୟାନ ରଖିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.