ପ୍ରମୁଖ ଖବର
  • ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଇରଙ୍ଗପୁର ଏବଂ ବାରିପଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
  • ||
  • ନିର୍ବାଚନ ପାଇଁ ଦୁଇ ଦିନ ମଦ ଦୋକାନ ଏବଂ ବାର୍‌ ବନ୍ଦ, ଭୋଟ୍‌ ଗଣତି ଦିନ ରାଜ୍ୟସାରା ମଦ ଦୋକାନ ବନ୍ଦ
  • ||
  • ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ: ୬ ଲୋକସଭା, ୪୨ ବିଧାନସଭା ସିଟ୍‌ରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ରଥଖଳା ହାଲ୍‌ଚାଲ୍‌...ସିଙ୍ଗଡ଼ା ବାଡ଼ିଆ, ପହି ବିନ୍ଧ ଅନୁକୂଳ...
  • ||
  • IPL 2024: ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରୟାଲ୍ସ- ସନରାଇଜର୍ସ, ଟ୍ରାଭିସେକ ଯୋଡ଼ିଙ୍କୁ ଅଟକାଇବେ ସ୍ପିନ୍‌ ଟାଇଟନ
  • ||
  • ଦାନା ବାନ୍ଧୁଛି ବାତ୍ୟା ‘ରେମାଲ୍‌’: ୨୫ରେ ବାତ୍ୟା ରୂପ ନେବ, ୨୬ରେ ଭୀଷଣ ବାତ୍ୟାରେ ହେବ ପରିଣତ
  • ||

ଆସନ୍ତା ୩୧ଦିନ ଏହି ରାଶି ଲାଗି ହେବ ବରଦାନ ସମାନ, ମଙ୍ଗଳ ଚଳନ ଦେବ ଲାଭ

ମଙ୍ଗଳ ଗ୍ରହମାନଙ୍କ ମଧ୍ୟରେ ସେନାପତି, ଯିଏ ଏହି ସମୟରେ ମୀନ ରାଶିରେ ଚଳନ କରୁଛନ୍ତି । ମଙ୍ଗଳ ଗ୍ରହଣ ଦମ୍ଭ, ସାହସ ଏବଂ ପରାକ୍ରମର କାରକ କୁହାଯାଏ । ମଙ୍ଗଳ ଚଳନ ଯଦି ଶୁଭ ହୁଏ ତେବେ ପରିଶ୍ରମରେ ରଙ୍ଗ ଆଣିଥାଏ । ପ୍ରମୋଶନର ଯୋଗ ମିଳିବା ସହ ମାନ – ସମ୍ମାନ ବି ମିଳିଥାଏ । ମଙ୍ଗଳର ଆଗାମୀ ଚଳନ ନିଜ ରାଶି ମେଷରେ ହେବ । ୨୩ଏପ୍ରିଲରେ ମଙ୍ଗଳର ରାଶି ପରିବର୍ତ୍ତନ ହୋଇଥିଲା । ଯାହା ଆଗାମୀ ଦିନରେ ୩୧ଦିନ ପର୍ଯ୍ୟନ୍ତ ଏହି ରାଶିରେ ରହିବ । ଆସନ୍ତୁ ଜାଣିବା ମଙ୍ଗଳର ଚଳନରେ କିଭଳି ଲାଭ ହେବ । 

ବୃଷ  

ବୃଷ ରାଶିର ଜାତକ ଲାଗି ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ସୁଫଳ ବୋଲି କୁହାଯାଉଛି । ଏହି ରାଶିର ଲୋକଙ୍କ ପୂଜା-ପାଠରେ ଖୁବ୍ ମନ ଲାଗିବ । ସେହିଭଳି ବିଦେଶ ଯାତ୍ରାରେ ଯିବାର ସମ୍ଭାବନା ବି ଅଛି । ଆପଣଙ୍କ ଭାଗ୍ୟ ସାଥ୍ ଦେବ ଏବଂ ସମୟ ଭଲ ରହିବ । ଏହାସହ ପ୍ରେମୀ- ପ୍ରେମିକାଙ୍କ ଭେଟ ବି ସମ୍ଭାବନା ଅଛି । 

କର୍କଟ  

ମଙ୍ଗଳ ଗ୍ରହର ଏହି ଚଳନରେ କର୍କଟ ରାଶି ଲାଗି ବହୁତ ଭଲ ବୋଲି କୁହାଯାଉଛି । ସେୟାର ବଜାରରେ ସୁରକ୍ଷିତ ବିକଳ୍ପରେ ନିବେଶ କରିବା ଲଭବାନ ସାବ୍ୟସ୍ତ ହୋଇପାରେ । ସେହିଭଳି କୌଣସି ଶୁଭ ସମାଚାର ବି ମିଳିପାରେ । ଆର୍ଥିକ ସ୍ଥିତି ବି ମଜବୁତ ରହିବ । ଏହାସହ ଚାକିରୀରେ ପ୍ରମୋଶନ ଯୋଗ ବି ରହିଛି । କିନ୍ତୁ ଆପଣ ଆପଣଙ୍କ ସ୍ବାସ୍ଥ୍ୟର ଦେଖାରଖା କରିବା ଜରୁରୀ । 

ବିଛା

ମଙ୍ଗଳଦେବ ମୀନ ରାଶିରେ ପ୍ରବେଶ କରିବେ, ଯାହାର ପରିଣାମ ସୂରୁପ ବିଛା ରାଶିର ଳୋକଙ୍କୁ ଶୁଭଫଳ ପ୍ରାପ୍ତି ହେବ । ଘର ପରିବାରରେ ସୁଖ-ଶାନ୍ତିର ମାହୋଲ ରହିବ । କାରବାରରେ ସଫଳତା ମିଳିବ ଏହାସହ ସ୍ବାସ୍ଥ୍ୟ ବି ଭଲ ରହିବ । ସେହିଭଳି ଧନ ଲାଭର ବି ଯୋଗ ରହିବ । କିନ୍ତୁ ଖର୍ଚ୍ଚ ବଢିପାରେ, ଧ୍ୟାନ ରଖିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.