ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ପୂର୍ବରୁ ମକ୍‌ଡ୍ରିଲ୍‌, ସମସ୍ତ ଯନ୍ତ୍ରପାତି ଏବଂ ୨୧ଟି ଗେଟ୍‌ର ହେଲା ଯାଞ୍ଚ

ବୁର୍ଲା,୦୬/୦୬: ଆଗକୁ ବର୍ଷା ଦିନ ଆସୁଛି । ଏହାପୂର୍ବରୁ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ଡ୍ୟାମ୍‌ରେ ଏକ ମକ୍‌ଡ୍ରିଲ୍‌ ହୋଇଥିଲା । ଏଥିରେ ସମସ୍ତ ଯନ୍ତ୍ରପାତିର ଯାଞ୍ଚ  କରାଯାଇଥିଲା । ଏହାସହ ଡ୍ୟାମ୍‌ରେ ରହିଥିବା  ସମସ୍ତ ୯୮ଟି ଗେଟ୍‌ ମଧ୍ୟରୁ ୨୧ଟିର ଟିକିନିଖି ଯାଞ୍ଚ କରାଯାଇଥିଲା । 

ସ୍ପିଲ୍‌ୱେ ଭିତରେ ଏବଂ ଉପରେ ଥିବା କ୍ରେନ୍‌, ସମସ୍ତ ଜେନେଟରର ମଧ୍ୟ ଯାଞ୍ଚ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  ତେବେ ସମସ୍ତ ଯନ୍ତ୍ରପାତି ସମ୍ପୂର୍ଣ୍ଣ ଠିକ୍‌ ଥିବା ଯାଞ୍ଚ  ପରେ ମୁଖ୍ୟଯନ୍ତ୍ରୀ ଇଂ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ମକ୍‌ଡ୍ରିଲ୍‌ ସମୟରେ ଇଆଇସି  ଭକ୍ରଚରଣ ମହାନ୍ତି, ମୁଖ୍ୟଯନ୍ତ୍ରୀ ମେକାନିକାଲ  ବୀରେନ୍ଦ୍ର କୁମାର ନାୟକ ଏବଂ ମୁଖ୍ୟଯନ୍ତ୍ରୀ ହୀରାକୁଦ ମୁଖ୍ୟବନ୍ଧ ଇଂ ଆନନ୍ଦ ଚନ୍ଦ୍ର ସାହୁଙ୍କ ସହିତ ଅନ୍ୟ  ଅଫିସର୍ସ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.