ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଆଉ ଦିନକ ପାଇଁ ବଢିଲା ସକାଳୁଆ ସ୍କୁଲ, ୨୨ରୁ ସ୍ବାଭାବିକ ଭାବେ ଚାଲିବ ସ୍କୁଲ

ଭୁବନେଶ୍ବର,୨୦।୬ : ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଆଉ ଦିନକ ପାଇଁ  ବଢିଲା ସକାଳୁଆ ସ୍କୁଲ। ୨୧ ତାରିଖ ସକାଳୁଆ ସ୍କୁଲ ହେବ। ସକାଳ ୬ଟା୩୦ରୁ ୧୦ଟା୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଆସନ୍ତା ୨୨ରୁ ସ୍ବାଭାବିକ ସମୟରେ  ଚାଲିବ ସ୍କୁଲ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ସୂଚନା ଦେଇଛନ୍ତି। 

ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡିଥିଲେ। ଏହା  ପରେ ଅଧା ଜିଲ୍ଲାରେ ସକାଳୁଆ ସ୍କୁଲ ଏବଂ ଆଉ ଅଧାରେ ସ୍କୁଲ ଛୁଟି କରାଯାଇଛି। ୧୧ଜିଲ୍ଲାରେ ୨୦ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ୧୯ ଜିଲ୍ଲାରେ ସକାଳ ସାଢେ ୬ଟାରୁ ସାଢେ୧୦ ଯାଏ ଚାଲିଛି ପାଠପଢା। ୨୦ ତାରିଖ ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିଥିଲା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.