ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ପ୍ରଧାପାଟ ବସନ୍ତ ନିବାସରେ ଜାତୀୟ ପ୍ରେସ ଦିବସ ପାଳିତ

ଦେବଗଡ଼, ୧୬/୧୧ : ଦେବଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ସାମ୍ବାଦିକ ସଙ୍ଘର ମିଳିତ ଆନୁକୂଲ୍ୟରେ ପ୍ରଧାପାଟ ବସନ୍ତ ନିବାସରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ କୁତ୍ରିମ ବୁଦ୍ଧିମତା ଯୁଗର ଗଣମାଧ୍ୟମ ବିଷୟଟି ଆଲୋଚନାର ବିଷୟ ଥିଲା l ସଭାପତି ଭାବରେ ସି୍ଧେଶ୍ଵର ଗୁରୁ ସଭାକାର୍ଯ୍ୟ ତୁଲାଇ ଥିଲେ।

ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଅନ୍ୟାନ୍ୟ ଅତିଥି ଭାବରେ ଏସପି ପ୍ରଦ୍ୟୁମ୍ନ ମିଶ୍ର, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ପୌରାଧ୍ଯଖ୍ୟା ଶାନ୍ତିମଞ୍ଜରୀ ଦେଇ ଯୋଗ ଦେଇଥିଲେ l ଜିଲ୍ଲର ବହୁ ସାମ୍ବାଦିକ ଉକ୍ତ ଉତ୍ସବରେ ଯୋଗ ଦେବା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.