ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ପ୍ରଧାପାଟ ବସନ୍ତ ନିବାସରେ ଜାତୀୟ ପ୍ରେସ ଦିବସ ପାଳିତ

ଦେବଗଡ଼, ୧୬/୧୧ : ଦେବଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ସାମ୍ବାଦିକ ସଙ୍ଘର ମିଳିତ ଆନୁକୂଲ୍ୟରେ ପ୍ରଧାପାଟ ବସନ୍ତ ନିବାସରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ କୁତ୍ରିମ ବୁଦ୍ଧିମତା ଯୁଗର ଗଣମାଧ୍ୟମ ବିଷୟଟି ଆଲୋଚନାର ବିଷୟ ଥିଲା l ସଭାପତି ଭାବରେ ସି୍ଧେଶ୍ଵର ଗୁରୁ ସଭାକାର୍ଯ୍ୟ ତୁଲାଇ ଥିଲେ।

ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଅନ୍ୟାନ୍ୟ ଅତିଥି ଭାବରେ ଏସପି ପ୍ରଦ୍ୟୁମ୍ନ ମିଶ୍ର, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ପୌରାଧ୍ଯଖ୍ୟା ଶାନ୍ତିମଞ୍ଜରୀ ଦେଇ ଯୋଗ ଦେଇଥିଲେ l ଜିଲ୍ଲର ବହୁ ସାମ୍ବାଦିକ ଉକ୍ତ ଉତ୍ସବରେ ଯୋଗ ଦେବା ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.