ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ପ୍ୟାରିସ୍‌ ଅଲିମ୍ପିକ୍ସ : ରୌପ୍ୟ ଜିତିଲେ ନୀରଜ ଚୋପ୍ରା, ପାକିସ୍ତାନର ନଦୀମ ହାତେଇଲେ ଗୋଲ୍ଡ

ନୂଆଦିଲ୍ଲୀ – ପ୍ୟାରିସ୍‌ ଅଲିମ୍ପିକରେ ପୁରୁଷ ଜାଭଲିନ ଥ୍ରୋର ଫାଇନାଲରେ ନୀରଜ ଚୋପ୍ରା ୮୯.୪୫ ମିଟର ଥ୍ରୋ କରିବା ସହ ଦ୍ୱିତୀୟ ସ୍ଥାନରେ ରହି ସିଲଭର ମେଡାଲ ଜିତିଲେ। ପ୍ରଥମ ସ୍ଥାନରେ ରହିଲେ ପାକିସ୍ତାନର ଅର୍ଶଦ ନଦୀମ, ଯିଏକି ୯୨.୯୭ ମିଟରର ଥ୍ରୋ କରିଥିଲେ। ନୀରଜ ଚୋପ୍ରା କ୍ୱାଲିଫିକେସନ ରାଉଣ୍ଡରେ ୮୯.୩୪ ମିଟର ଜାଭଲିନ ଫିଙ୍ଗି ପୁଣି ଥରେ ପଦକ ଜିତିବାର ଆଶା ପ୍ରକଟ କରିଥିଲେ। ହେଲେ ଫାଇନାଲରେ ସେ ନଦୀମଙ୍କ ଠାରୁ ଆଗକୁ ଯାଇ ପାରିଲେ ନାହିଁ ।

ଆଜିର ମୁକାବିଲାରେ ନୀରଜଙ୍କ ପ୍ରଥମ ପ୍ରୟାସ  ଫାଉଲ ରହିଥିଲା । ଦ୍ୱିତୀୟ ପ୍ରୟାସରେ ସେ ୮୯.୪୫ ମିଟର ଫିଙ୍ଗିଥିବା ବେଳେ ତୃତୀୟ ପ୍ରୟାସ ମଧ୍ୟ ଫାଉଲ ହୋଇଥିଲା । ଏହା ଟପ୍ -୮ ମୁକାବିଲାରେ ନୀରଜଙ୍କ ଚତୁର୍ଥ ପ୍ରୟାସ ମଧ୍ୟ ଫାଉଲ ହୋଇଥିଲା । ପଞ୍ଚମ ପ୍ରୟାସ ମଧ୍ୟ ନୀରଜଙ୍କ ଫାଉଲ ହୋଇଥିଲା । ତେବେ ୮୯.୪୫ ମିଟର ନୀରଜଙ୍କ ଚଳିତ ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ରହିଛି । 

ସୂଚନାଯୋଗ୍ୟ, ନୀରଜଙ୍କ ରୌପ୍ୟ ପଦକୁ ମିଶାଇ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତ ଏ ପର୍ଯ୍ୟନ୍ତ ୫ଟି ପଦକ ଜିତିଛି। ଏହି ଚାରି ପଦକ କାଂସ୍ୟ ପଦକ ଭାବେ ମିଳିଛି। ପ୍ରଥମେ ମନୁ ଭାକର ୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ପଦକ ଜିତିଥିଲେ। ପୁଣି ମିଶ୍ରିତ ବର୍ଗରେ ସରବଜୋତ ସିଂଙ୍କ ସହ ମିଶି ମନୁ ଦ୍ଵିତୀୟ କାଂସ୍ୟ ଜିତିଥିଲେ। 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.