ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶାର ୧୭ ଲୋକସଭା ଆସନରେ ବିଜେପି ଆଗୁଆ

ଭୁବନେଶ୍ଵର, ୦୪/୦୬ : ଓଡ଼ିଶାର ୨୧ ଲୋକସଭା ଆସନରେ ଭିଟ୍ ଗଣତି ଜାରି ରହିଛି। ବର୍ତ୍ତମାନର ଟ୍ରେଣ୍ଡ୍ ଅନୁଯାୟୀ, ବିଜେପି ୧୭ ସିଟ୍‌ରେ ଆଗୁଆ ରହିଛି। ସେହିପରି ବିଜେଡି ୨ ଓ କଂଗ୍ରେସ ୨ ସିଟ୍‌ରେ ଆଗୁଆ ରହିଛି। 

ବରଗଡ଼ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୫୧୮୦ ଭୋଟ୍‌ରେ ଆଗରେ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରେ ଜୁଏଲ ଓରାମ ୨୫୮୯୦ ଭୋଟ୍‌ରେ ଆଗୁଆ ରହିଛନ୍ତି। ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ୧୩୦୮ ଭୋଟ୍‌ରେ ଆଗୁଆ ରହିଛନ୍ତି। କେନ୍ଦୁଝରରେ ଅନନ୍ତ ନାୟକ ୮୪୩୦ ଭୋଟ୍‌ରେ ଆଗୁଆ ରହିଛନ୍ତି। ମୟୁରଭଞ୍ଜରେ ନବ ଚରଣ ମାଝି ୯୬୮୫ ଭୋଟ୍‌ରେ ଆଗୁଆ ରହିଛନ୍ତି। ବାଲେଶ୍ଵରରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୭୧୦୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ଭଦ୍ରକରେ ଅଭିମନ୍ୟୁ ସେଠୀ ୫୯୧୪ ଭୋଟ୍‌ରେ ଆଗୁଆ ରହିଛନ୍ତି। ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି ୯୪୫୭ ଭୋଟ୍‌ରେ ଆଗୁଆ ରହିଛନ୍ତି। ବଲାଙ୍ଗୀରରେ ସଙ୍ଗୀତା କୁମାରୀ ସିଂହ ଦେଓ ୧୭୪୩୯ ଭୋଟ୍‌ରେ ଆଗୁଆ ରହିଛନ୍ତି। କଳାହାଣ୍ଡିରେ ମାଳବିକା ଦେବୀ ୨୨୬୬୪ ଭୋଟ୍‌ରେ ଆଗୁଆ ରହିଛନ୍ତି। କଟକରେ ଭର୍ତ୍ତୃହରି ମହତାବ ୧୨୬୪ ଭୋଟ୍‌ରେ ଆଗୁଆ ରହିଛନ୍ତି। କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ୮୯୦ ଭୋଟ୍‌ରେ ଆଗରେ ରହିଛନ୍ତି। ଜଗତସିଂହପୁରରେ ବିଭୁ ପ୍ରସାଦ ତରାଇ ୪୮୨୬ ଭୋଟ୍‌ରେ ଆଗୁଆ ରହିଛନ୍ତି। ପୁରୀରେ ସମ୍ବିତ ପାତ୍ର ୧୫୫୪୩ ଭୋଟ୍‌ରେ ଆଗୁଆ ରହିଛନ୍ତି। ଭୁବନେଶ୍ଵରରେ ଅପରାଜିତା ଷଡ଼ଙ୍ଗୀ ୩୦୩୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ଆସ୍କାରେ ଅନିତା ଶୁଭଦର୍ଶିନୀ ୨୪୯୨ ଭୋଟ୍‌ରେ ଆଗୁଆ ରହିଛନ୍ତି। ବ୍ରହ୍ମପୁରରେ ୧୧୩୦୨ ଭୋଟ୍‌ରେ ଆଗୁଆ ରହିଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.