ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଓଡ଼ିଶାର ୧୭ ଲୋକସଭା ଆସନରେ ବିଜେପି ଆଗୁଆ

ଭୁବନେଶ୍ଵର, ୦୪/୦୬ : ଓଡ଼ିଶାର ୨୧ ଲୋକସଭା ଆସନରେ ଭିଟ୍ ଗଣତି ଜାରି ରହିଛି। ବର୍ତ୍ତମାନର ଟ୍ରେଣ୍ଡ୍ ଅନୁଯାୟୀ, ବିଜେପି ୧୭ ସିଟ୍‌ରେ ଆଗୁଆ ରହିଛି। ସେହିପରି ବିଜେଡି ୨ ଓ କଂଗ୍ରେସ ୨ ସିଟ୍‌ରେ ଆଗୁଆ ରହିଛି। 

ବରଗଡ଼ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩୫୧୮୦ ଭୋଟ୍‌ରେ ଆଗରେ ରହିଛନ୍ତି। ସେହିପରି ସୁନ୍ଦରଗଡ଼ରେ ଜୁଏଲ ଓରାମ ୨୫୮୯୦ ଭୋଟ୍‌ରେ ଆଗୁଆ ରହିଛନ୍ତି। ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ୧୩୦୮ ଭୋଟ୍‌ରେ ଆଗୁଆ ରହିଛନ୍ତି। କେନ୍ଦୁଝରରେ ଅନନ୍ତ ନାୟକ ୮୪୩୦ ଭୋଟ୍‌ରେ ଆଗୁଆ ରହିଛନ୍ତି। ମୟୁରଭଞ୍ଜରେ ନବ ଚରଣ ମାଝି ୯୬୮୫ ଭୋଟ୍‌ରେ ଆଗୁଆ ରହିଛନ୍ତି। ବାଲେଶ୍ଵରରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୭୧୦୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ଭଦ୍ରକରେ ଅଭିମନ୍ୟୁ ସେଠୀ ୫୯୧୪ ଭୋଟ୍‌ରେ ଆଗୁଆ ରହିଛନ୍ତି। ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି ୯୪୫୭ ଭୋଟ୍‌ରେ ଆଗୁଆ ରହିଛନ୍ତି। ବଲାଙ୍ଗୀରରେ ସଙ୍ଗୀତା କୁମାରୀ ସିଂହ ଦେଓ ୧୭୪୩୯ ଭୋଟ୍‌ରେ ଆଗୁଆ ରହିଛନ୍ତି। କଳାହାଣ୍ଡିରେ ମାଳବିକା ଦେବୀ ୨୨୬୬୪ ଭୋଟ୍‌ରେ ଆଗୁଆ ରହିଛନ୍ତି। କଟକରେ ଭର୍ତ୍ତୃହରି ମହତାବ ୧୨୬୪ ଭୋଟ୍‌ରେ ଆଗୁଆ ରହିଛନ୍ତି। କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ୮୯୦ ଭୋଟ୍‌ରେ ଆଗରେ ରହିଛନ୍ତି। ଜଗତସିଂହପୁରରେ ବିଭୁ ପ୍ରସାଦ ତରାଇ ୪୮୨୬ ଭୋଟ୍‌ରେ ଆଗୁଆ ରହିଛନ୍ତି। ପୁରୀରେ ସମ୍ବିତ ପାତ୍ର ୧୫୫୪୩ ଭୋଟ୍‌ରେ ଆଗୁଆ ରହିଛନ୍ତି। ଭୁବନେଶ୍ଵରରେ ଅପରାଜିତା ଷଡ଼ଙ୍ଗୀ ୩୦୩୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ଆସ୍କାରେ ଅନିତା ଶୁଭଦର୍ଶିନୀ ୨୪୯୨ ଭୋଟ୍‌ରେ ଆଗୁଆ ରହିଛନ୍ତି। ବ୍ରହ୍ମପୁରରେ ୧୧୩୦୨ ଭୋଟ୍‌ରେ ଆଗୁଆ ରହିଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.