ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରେ ଭାସି ବୃଦ୍ଧ ନିଖୋଜ

 କୋକସରା : ୦୫/୧୧ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରେ ଗାଧୋଉଥିବା ବେଳେ  ଭାସି  ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଛନ୍ତି।  ବୃଦ୍ଧ ଜଣକ ହେଲେ ଖଇରଭାଡ଼ି ଗ୍ରାମର ଭିକାରୀ ରାଉତ(୫୦) ।

 ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ଲଡୁଗାଁ ନିକଟସ୍ଥ ଖଇରଭାଡ଼ି ଗ୍ରାମର ଭିକାରୀ ରାଉତ(୫୦) ରବିବାର ମଧ୍ୟାହ୍ନ ରେ ନିଜ ଚାଷଜମି ନିକଟରେ ଗାଈଗୋରୁ ଚରେଇ କେନାଲ କୁ ଗାଧେଇବା କୁ ଯାଇଥିଲେ।  ତେବେ କେନାଲ ର ପ୍ରଖର ସ୍ରୋତ ରେ ଭାସି ଯାଇଥିଲେ। ଚାଷଜମି ନିକଟରେ ଥିବା କିଛି ସ୍ଥାନୀୟ ଲୋକେ ଏହା ଦେଖି କୋକସରା ଦମକଳ କର୍ମଚାରୀ ଙ୍କୁ ଖବର ଦେଇଥିଲେ। ଦମକଳ କର୍ମଚାରୀ ମାନେ ପହଞ୍ଚି  କେନାଲରେ ଖୋଜା ଘୋତି କରିଥିଲେ। ତେବେ ରାତି ହେବା କାରଣ ରୁ ଉଦ୍ଧାର କାର୍ଯ୍ୟ ସୋମବାର ସକାଳେ ପୁଣି କରାଯିବ। 

ଆହୁରି ପଢନ୍ତୁ : ଲକ୍ଷ୍ମୀପୂଜା ବୁଲିବାକୁ ଆସୁଥିବା ବେଳେ ଅଘଟଣ : ଗଛରେ ଅଟୋ ପଟି ହୋଇ ଜଣେ ମୃତ, ୨ ଗୁରୁତର

Copyright © 2022 - Summa Real Media Private Limited. All Rights Reserved.