ରାଉରକେଲା,୫।୧୧ : ରାସ୍ତା କଡ଼ରେ ମୋବାଇରେ ଖେଳ ଦେଖିବା ହେଲା କାଳ । ଖେଳ ଦେଖୁଥିବା ବେଳେ ପିଟିଲା ବାଇକ୍ । ଘଟଣାସ୍ଥଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି । ଲହୁଣୀ ପଡା ଥାନାର ଗମଲେଇ ଗାଁ ରେ ଘଟିଛି ଘଟଣା।
ଲହୁଣୀ ପଡା ଥାନାର ଗମଲେଇ ଗାଁର ୩ ଜଣ ରାସ୍ତାକଡରେ ମୋବାଇଲରେ ଖେଳ ଦେଖୁଥିଲେ। ଏହି ସମୟରେ ଏକ ବାଇକ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ।
ଆହୁରି ପଢନ୍ତୁ : ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟ୍ରକ , ଚାପି ହୋଇ ରହିଛନ୍ତି ଟ୍ରକ ଡ୍ରାଇଭର