ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ବାଇକ ଉପରେ ଚଢିଗଲା ହାଇଓ୍ବା, ଜଣେ ଗୁରୁତର

ଭୁବନେଶ୍ବର,୧୯।୧୧ ଆଇଗିଣିଆ ଆଳୁଗଦିରେ ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇୱ । ଏଥିରେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି।

ଆଳୁଗଦିରୁ ହାଇୱାଟି ଅତି ଦ୍ରୁତଗତି ରେ ଆସୁଥିଲା । ଏପଟେ ବାଇକ୍ ଆରୋହୀ ତମାଣ୍ଡୋ ରୁ ଖଣ୍ଡଗିରି ଯିବାକୁ ସର୍ଭିସ୍ ରାସ୍ତାରେ ଯାଉଥିଲେ । ଏହି ସମୟର ଦ୍ରୁତ ଗତି ରେ ଆସୁଥିବା ହାଇଓ୍ବା ଟି ବାଇକ୍ ଉପରେ ଚଢ଼ି ଯାଇଥିଲା । ଏହାଫଳରେ ବାଇକ୍ ଆରୋହୀଙ୍କ ହାତ ଉପରେ ଚକ୍ ଚାପି ହୋଇ ରହିଯାଇଥିଲା । ଲୋକେ ପହଞ୍ଚି ତୁରନ୍ତ ବାଇକ ଆରୋହୀଙ୍କୁ ଉଦ୍ଧାର କରିଥିଲେ । ପୋଲିସ୍ ପହଞ୍ଚି ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। 

ଆହୁରି ପଢନ୍ତୁ : ଗାଧୋଇବା ବେଳେ ପୋଖରୀରେ ବୁଡି ୨ ଭଉଣୀ ମୃତ

Copyright © 2022 - Summa Real Media Private Limited. All Rights Reserved.