ପ୍ୟାରିସ ୧୦/୦୮: ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ଅନ୍ତିମ ପ୍ରତିଯୋଗୀ ଭାବେ ମହିଳା ରେସଲର ଋତିକା ହୁଡ଼ା ଶନିବାର ଆକ୍ସନକୁ ଓହ୍ଲାଇବେ । ସେ ପଦକ ଜିତି ଭାରତର ଅଭିଯାନ ଶେଷ କରିବେ ବୋଲି ଆଶା କରାଯାଉଛି । ଋତିକା ମହିଳା ୭୬କିଲୋ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ପ୍ରି-କ୍ୱାର୍ଟରରେ ସେ ହଙ୍ଗେରୀର ନାଗି ବର୍ଣ୍ଣରଡେଟ୍ଙ୍କୁ ଭେଟିବେ । ଏହି ମ୍ୟାଚ୍ ଜିତିଲେ ସେ କ୍ୱାର୍ଟର ଫାଇନାଲ୍ରେ ଟପ୍ ସିଡ୍ ମାନ୍ୟତା ପାଇଥିବା କିର୍ଗିଜସ୍ତାନର ଆଇଡେରି ମେଡେଟ୍ଙ୍କୁ ସାମ୍ନା କରିବେ ।
ନୀରବତା ପରେ ନବୀନଙ୍କ ସଙ୍ଗଠନ ମଜଭୁତ ପାଗଭିଡ଼ା: ଅକ୍ଟ...