ପ୍ରମୁଖ ଖବର
  • ଓଡ଼ିଶା​‌ରେ ପହଞ୍ଚିଲେ ଅମିତ୍‌ ଶାହ, କରିବେ ମାରାଥନ୍ ପ୍ରଚାର
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ମା'ଙ୍କ ପାଇଁ ଦିନଟିଏ, ସାରା ଦେଶ ପାଳୁଛି ବିଶ୍ୱ ମାତୃ ଦିବସ...

ଭୁବନେଶ୍ୱର, ୧୨।୫: ମା' ତ୍ୟାଗ ଓ ତପସ୍ୟାର ପ୍ରତୀକ । ମାଆ ଶଦ୍ଦକୁ ବର୍ଣ୍ଣନା କରିବାକୁ ଶବ୍ଦକୋଷ ନିଅଣ୍ଟ ପଡ଼ିଯିବ । ମା’ କାନିରେ ଥାଏ ସ୍ୱର୍ଗ ସୁଖା ଆଜି ସେହି ମା’ ପାଇଁ ଦିନ ଟିଏ ଅର୍ଥାତ୍‌ ‘ମାତୃତ୍ୱ ଦିବସ’ । ପ୍ରତିବର୍ଷ ମେ ଦ୍ୱିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଏ । ଅନେକ ଦେଶରେ ଏହି ଦିନକୁ ମାତୃ ଦିବସ ପାଳନ କରାଯାଏ । ମା’ଙ୍କ ସମ୍ମାନାର୍ଥେ ଏହି ଦିନ ପାଳନ କରାଯାଏ । ତେବେ ଚଳିତ ବର୍ଷ ମେ ୧୨ରେ ଏହି ଦିବସ ପାଳନ କରାଯାଉଛି । 

ମାତୃତ୍ୱ ଦିବସ ପାଳନ କରିବା ଉଦ୍ଦେଶ୍ୟ ହେଲା ମା'ଙ୍କ ପ୍ରେମ, ବଳିଦାନ ଏବଂ ଉତ୍ସର୍ଗୀକୃତତାକୁ ପ୍ରଶଂସା କରିବା । ତେବେ ଏହି ବିଶେଷ ଦିନରେ ପିଲାମାନେ ମଧ୍ୟ ନିଜ ମାଆଙ୍କୁ ସ୍ୱତନ୍ତ୍ର ପ୍ରକ୍ରିୟାରେ ଶୁଭେଚ୍ଛା ଜଣାଇଥାନ୍ତି । ବିଭିନ୍ନ ଉପହାର, ଚକୋଲେଟ୍ ଏବଂ ପୁଷ୍ପଗୁଚ୍ଛ ଦେଇ ନିଜ ମା’ଙ୍କୁ ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.