ନିର୍ବାଚନ ଖବର
  • ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ, ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର
  • ||

ମା'ଙ୍କ ପାଇଁ ଦିନଟିଏ, ସାରା ଦେଶ ପାଳୁଛି ବିଶ୍ୱ ମାତୃ ଦିବସ...

ଭୁବନେଶ୍ୱର, ୧୨।୫: ମା' ତ୍ୟାଗ ଓ ତପସ୍ୟାର ପ୍ରତୀକ । ମାଆ ଶଦ୍ଦକୁ ବର୍ଣ୍ଣନା କରିବାକୁ ଶବ୍ଦକୋଷ ନିଅଣ୍ଟ ପଡ଼ିଯିବ । ମା’ କାନିରେ ଥାଏ ସ୍ୱର୍ଗ ସୁଖା ଆଜି ସେହି ମା’ ପାଇଁ ଦିନ ଟିଏ ଅର୍ଥାତ୍‌ ‘ମାତୃତ୍ୱ ଦିବସ’ । ପ୍ରତିବର୍ଷ ମେ ଦ୍ୱିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଏ । ଅନେକ ଦେଶରେ ଏହି ଦିନକୁ ମାତୃ ଦିବସ ପାଳନ କରାଯାଏ । ମା’ଙ୍କ ସମ୍ମାନାର୍ଥେ ଏହି ଦିନ ପାଳନ କରାଯାଏ । ତେବେ ଚଳିତ ବର୍ଷ ମେ ୧୨ରେ ଏହି ଦିବସ ପାଳନ କରାଯାଉଛି । 

ମାତୃତ୍ୱ ଦିବସ ପାଳନ କରିବା ଉଦ୍ଦେଶ୍ୟ ହେଲା ମା'ଙ୍କ ପ୍ରେମ, ବଳିଦାନ ଏବଂ ଉତ୍ସର୍ଗୀକୃତତାକୁ ପ୍ରଶଂସା କରିବା । ତେବେ ଏହି ବିଶେଷ ଦିନରେ ପିଲାମାନେ ମଧ୍ୟ ନିଜ ମାଆଙ୍କୁ ସ୍ୱତନ୍ତ୍ର ପ୍ରକ୍ରିୟାରେ ଶୁଭେଚ୍ଛା ଜଣାଇଥାନ୍ତି । ବିଭିନ୍ନ ଉପହାର, ଚକୋଲେଟ୍ ଏବଂ ପୁଷ୍ପଗୁଚ୍ଛ ଦେଇ ନିଜ ମା’ଙ୍କୁ ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.