ପ୍ରମୁଖ ଖବର
  • ବିଜେଡିର ଅଷ୍ଟମ ପ୍ରାର୍ଥୀ ତାଲିକା : ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ପ୍ରାର୍ଥୀ
  • ||
  • ଫିରିଙ୍ଗିଆ ପୋଲିସ ଦ୍ୱାରା ପୁଣି ୧୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ପୁଣି ପୋଲିସକୁ ଚକମା ଦେଇ ଖସିଗଲେ ମାଫିଆ
  • ||
  • ଆଗପଛ ହୋଇ ଚାଲିଗଲେ ମା’-ପୁଅ, ପୁଅର ସାପ କାମୁଡ଼ାରେ ମା’ର ହୃତଘାତରେ ମୃତ୍ୟୁ
  • ||
  • କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଅନ୍ତଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ
  • ||
  • ଜଳୁଛି ସାରକୁଣ୍ଡା ରିଜର୍ଭ ଫରେଷ୍ଟ, ବିପଦରେ ଜୀବଜନ୍ତୁ, ମୂଲ୍ୟବାନ ଗଛ
  • ||
  • ଅନୁଗୁଳରେ ଟ୍ରକ୍ ଧକ୍କାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
  • ||
  • IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ
  • ||
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ଆରାଧ୍ୟାର ଜନ୍ମ ପରେ ଐଶ୍ୱର୍ଯ୍ୟା ରାୟ ହୋଇଥିଲେ ଏହାର ଶିକାର ... ସମର୍ଥନ କରିଥିଲେ ରବିନା ଟଣ୍ଡନ

ମୁମ୍ୱାଇ : ବଲିଉଡ୍‌ର ମସ୍ତ ମସ୍ତ ଗର୍ଲ ରବିନା ଟଣ୍ଡନ ୯୦ ଦଶକରେ ଇଣ୍ଡଷ୍ଟ୍ରୀରେ ଖୁବ୍‌ ରାଜ୍‌ କରୁ ଥିଲେ। ନିଜ କ୍ୟାରିୟରରେ ରବିନା ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ରବିନା ପ୍ରଫେସନାଲ ଲାଇଫ୍‌ ସହ ନିଜର ପର୍ସନାଲ ଲାଇଫ୍‌କୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ନିଜ କ୍ୟାରିୟରରେ ରବିନା ଖୁବ୍‌ ଅପ୍‌ ଆଣ୍ଡ ଡାଉନ୍ସ ଦେଖିଛନ୍ତି। କେବଳ ଏତିକି ନୁହେଁ ଆଜି ଫିଟ୍‌ ନଜର ଆସୁଥିବା ରବିନାଙ୍କୁ ଅନେକ ବଡ଼ି ସେମିଂ ଭଳି ଜିନିଷ ମଧ୍ୟ ଦେଇ ଯିବାକୁ ପଡ଼ିଥିଲା। ରବିନା ଏହି ସମୟରେ କିଛି ମଧ୍ୟ କହିବା ପରିବର୍ତ୍ତେ ଚୁପ୍‌ ରହିବାକୁ ପସନ୍ତ କରିଥିଲେ। କିନ୍ତୁ ଆଜି ବର୍ଷ ବର୍ଷ ପରେ ରବିନା ଏ କଥାର ଖୁଲାସା କରିଛନ୍ତି। ଖାଲି ଏତିକି ନୁହେଁ , ସେ ଏହା ମଧ୍ୟ କହିଛନ୍ତି ,ସେ କେବଳ ନିଜ ପାଇଁ ନୁହେଁ ,ବଲିଉଡର ଜଣେ ଟପ୍‌ ଅଭିନେତ୍ରୀଙ୍କ ପାଇଁ ବଡି ସେମିଂ ପାଇଁ ଆଗେଇ ଆସିଥିଲେ। 

ରବିନା ଟଣ୍ଡନ ବରଖା ଦତ୍ତଙ୍କ ମୋଜୋ ଷ୍ଟୋରୀ ପାଇଁ ନିଜର ଇଣ୍ଟରଭ୍ୟୁ ଦେଇଥିଲେ। ଏଥିରେ ତାଙ୍କୁ ଯେବେ ପଚରା ଗଲା କି , ବର୍ଷ ବର୍ଷ ଧରି କ୍ୟାମେରା ଠାରୁ ଦୂରେଇ ରହିବା ତାଙ୍କୁ ଦୁଃଖ ଦେଇଛି କି ? ଏହାର ଜବାବରେ ଅଭିନେତ୍ରୀ କହିଥିଲେ କେବେ ନୁହେଁ। ମୁଁ ଏହି ସମୟରେ କ୍ୟାମେରା ଫ୍ରେଣ୍ଡଲି ହେବାର ଚାପରୁ ବର୍ତ୍ତିବାକୁ ଚାହୁଁ ନଥିଲି। ତାହା ମୋ ଜୀବନର ଏପରି ଏକ ସମୟ ଥିଲା ଯେବେ ମୋତେ ମୋର ଶରୀରକୁ ନେଇ ମୋତେ ଲଜ୍ଜା ବୋଧ ହେବାକୁ ପଡୁଥିଲା ଅର୍ଥାତ୍‌ ମୁଁ ଏହିସମୟରେ ବଡ଼ି ସେମିଂ ଶିକାର ହୋଇ ଥିଲି। ଏହି କାରଣରୁ ମୁଁ ଲୋକଙ୍କର ଟ୍ରୋଲିଂର ଶିକାର ହେବା ଠାରୁ ନିଜକୁ କ୍ୟାମେରାରୁ ଦୂରେଇ ରଖିବା ଶ୍ରେୟସ୍କର ମନେକଲି।

ଉକ୍ତ ଇଣ୍ଟରଭ୍ୟୁରେ ରବିନା କହିଥିଲେ କି , ଐଶ୍ୱର୍ଯ୍ୟ ରାୟ ବଚ୍ଚନ ମଧ୍ୟ ମାଆ ହେବା ପରେ ବଡ଼ି ସେମିଂର ଶିକାର ହୋଇଥିଲେ। ଯେବେ ଆରାଧ୍ୟା ଜନ୍ମ ହେଲା, ଏହି ସମୟରେ ଐଶ୍ୱର୍ଯ୍ୟ ଖୁବ୍‌ ସୁନ୍ଦର ଥିବା ସତ୍ତ୍ୱେ, ଲାଇମଲାଇଟ୍‌ରୁ ଦୂରେଇ ଯାଇଥିଲେ। ଐଶ୍ୱର୍ଯ୍ୟାଙ୍କ ଯେବେ ବେବି ହୋଇଥିଲା , ତାଙ୍କର ଶରୀରର ଗ୍ରୋଥ୍‌କୁ ନେଇ ସେ ଖୁବ୍‌ ଟ୍ରୋଲ୍‌ ହୋଇଥିଲେ। ଐଶ୍ୱର୍ଯ୍ୟା ନିଜର ପୂରା ଧ୍ୟାନ ନିଜକୁ ଫିଟ୍‌ ରଖିବା ପରିବର୍ତ୍ତେ ନିଜ ପରିବାର ଉପରେ ଦେଇଥିଲେ। ସେ ଯୁଆଡେ ଯାଉଥିଲେ ଲୋକେ ତାଙ୍କୁ ବଡ଼ି ସେମିଂ କଥା କହୁଥିଲେ। ଏହି ସୟମରେ ମୁଁ ପ୍ରେସ୍‌କୁ ଏକ ଖୋଲା ଚିଠି ଲେଖି ଐଶ୍ୱର୍ଯ୍ୟାଙ୍କୁ ସପୋର୍ଟ କରିଥିଲି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.