ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଓଡିଶାରେ ରଜ ପର୍ବ ପାଇଁ ସ୍ୱତନ୍ତ୍ର କଲେକ୍ସନ୍‌ ଶୁଭାରମ୍ଭ

ଭୁବନେଶ୍ୱର, ୧୧/୬ : ଭାରତର ଅନ୍ୟତମ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଓଡିଶାରେ ପ୍ରସିଦ୍ଧ ରଜ ପର୍ବ ପାଇଁ ଏକ ସ୍ୱତନ୍ତ୍ର ଅଳଙ୍କାର ସମ୍ଭାର ଶୁଭାରମ୍ଭ ଘୋଷଣା କରିଛି । ଜୁନ୍‌ ୧୪ ତାରିଖରୁ ଆରମ୍ଭ ହେଉଥିବା ତିନି ଦିନିଆ ରଜ ପର୍ବ ନାରୀତ୍ତ୍ୱ ଏବଂ ଭୂମିର ଉତ୍ପଜତାକୁ ପାଳନ କରିଥାଏ । ଚଳିତ ବର୍ଷ, ରିଲାଏନ୍ସ ଜୁଏଲ୍ସ ଏହି ପରମ୍ପରାକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର କ୍ୟୁରେଟେଡ୍‌ କଲେକ୍ସନ୍‌ ନେଇଆସିଛି ଯାହା ନାରୀତ୍ତ୍ୱ ଏବଂ ଉତ୍ସବର ଉତ୍ସାହ ତଥା ମୂଳ ଭାବନାକୁ ପ୍ରତିଫଳିତ କରୁଛି  ।

ରିଲାଏନ୍ସ ଜୁଏଲ୍ସ ଦ୍ୱାରା ରଜ ପର୍ବ ସମ୍ଭାରରେ ରହିଛି ନିତିଦିନିଆ ବ୍ୟବହାର ପାଇଁ ସରଳ ଭାବେ ପ୍ରସ୍ତୁତ ହାଲୁକା ଓଜନ ୧୮ କାରେଟ୍‌ ସୁନା ହାର ଏବଂ ପେଣ୍ଡେଣ୍ଟ ସେଟ୍‌ ସମୂହ  । ଏହି ସ୍ୱତନ୍ତ୍ର ରଜ ପର୍ବ କଲେକ୍ସନର ପ୍ରତ୍ୟେକଟି ଅଳଙ୍କାର ଛୋଟ ଝିଅ ଏବଂ ଯୁବତୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ଯାହା ଆକର୍ଷଣୀୟ ଓ ଆଦର୍ଶ ରଜ ଉପହାର ହୋଇପାରିବ । 

ଏହି ସ୍ୱତନ୍ତ୍ର ସମ୍ଭାର ଉନ୍ମୋଚନର ଏକ ଅଂଶ ଭାବରେ, ରିଲାଏନ୍ସ ଜୁଏଲ୍ସ ନିର୍ଦ୍ଦିଷ୍ଟ ଷ୍ଟୋରଗୁଡିକରେ ସୁନା ଗହଣା ମେକିଙ୍ଗ ଚାର୍ଜ ଏବଂ ହୀରା ଗହଣା ମୂଲ୍ୟ ଉପରେ ଫ୍ଲାଟ ୨୦ଧ ରିହାତି ଅଫର ପ୍ରଦାନ କରୁଛି । ଏହି ସୀମିତ ସମୟ ଅଫର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ମୂଲ୍ୟରେ ସୂକ୍ଷ୍ମ ଅଳଙ୍କାରରେ ନିବେଶ କରିବା ପାଇଁ ଏକ ପ୍ରକୃଷ୍ଟ ସୁଯୋଗ ନେଇଆସିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.