ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଓଡିଶାରେ ରଜ ପର୍ବ ପାଇଁ ସ୍ୱତନ୍ତ୍ର କଲେକ୍ସନ୍‌ ଶୁଭାରମ୍ଭ

ଭୁବନେଶ୍ୱର, ୧୧/୬ : ଭାରତର ଅନ୍ୟତମ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଓଡିଶାରେ ପ୍ରସିଦ୍ଧ ରଜ ପର୍ବ ପାଇଁ ଏକ ସ୍ୱତନ୍ତ୍ର ଅଳଙ୍କାର ସମ୍ଭାର ଶୁଭାରମ୍ଭ ଘୋଷଣା କରିଛି । ଜୁନ୍‌ ୧୪ ତାରିଖରୁ ଆରମ୍ଭ ହେଉଥିବା ତିନି ଦିନିଆ ରଜ ପର୍ବ ନାରୀତ୍ତ୍ୱ ଏବଂ ଭୂମିର ଉତ୍ପଜତାକୁ ପାଳନ କରିଥାଏ । ଚଳିତ ବର୍ଷ, ରିଲାଏନ୍ସ ଜୁଏଲ୍ସ ଏହି ପରମ୍ପରାକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର କ୍ୟୁରେଟେଡ୍‌ କଲେକ୍ସନ୍‌ ନେଇଆସିଛି ଯାହା ନାରୀତ୍ତ୍ୱ ଏବଂ ଉତ୍ସବର ଉତ୍ସାହ ତଥା ମୂଳ ଭାବନାକୁ ପ୍ରତିଫଳିତ କରୁଛି  ।

ରିଲାଏନ୍ସ ଜୁଏଲ୍ସ ଦ୍ୱାରା ରଜ ପର୍ବ ସମ୍ଭାରରେ ରହିଛି ନିତିଦିନିଆ ବ୍ୟବହାର ପାଇଁ ସରଳ ଭାବେ ପ୍ରସ୍ତୁତ ହାଲୁକା ଓଜନ ୧୮ କାରେଟ୍‌ ସୁନା ହାର ଏବଂ ପେଣ୍ଡେଣ୍ଟ ସେଟ୍‌ ସମୂହ  । ଏହି ସ୍ୱତନ୍ତ୍ର ରଜ ପର୍ବ କଲେକ୍ସନର ପ୍ରତ୍ୟେକଟି ଅଳଙ୍କାର ଛୋଟ ଝିଅ ଏବଂ ଯୁବତୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି ଯାହା ଆକର୍ଷଣୀୟ ଓ ଆଦର୍ଶ ରଜ ଉପହାର ହୋଇପାରିବ । 

ଏହି ସ୍ୱତନ୍ତ୍ର ସମ୍ଭାର ଉନ୍ମୋଚନର ଏକ ଅଂଶ ଭାବରେ, ରିଲାଏନ୍ସ ଜୁଏଲ୍ସ ନିର୍ଦ୍ଦିଷ୍ଟ ଷ୍ଟୋରଗୁଡିକରେ ସୁନା ଗହଣା ମେକିଙ୍ଗ ଚାର୍ଜ ଏବଂ ହୀରା ଗହଣା ମୂଲ୍ୟ ଉପରେ ଫ୍ଲାଟ ୨୦ଧ ରିହାତି ଅଫର ପ୍ରଦାନ କରୁଛି । ଏହି ସୀମିତ ସମୟ ଅଫର ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ମୂଲ୍ୟରେ ସୂକ୍ଷ୍ମ ଅଳଙ୍କାରରେ ନିବେଶ କରିବା ପାଇଁ ଏକ ପ୍ରକୃଷ୍ଟ ସୁଯୋଗ ନେଇଆସିଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.