ନିର୍ବାଚନ ଖବର
  • ମାଲକାନଗିରି: ନିମ୍ନମାନର କାମ ଯୋଗୁ ବର୍ଷାରେ ପୁଣି ଭୁସୁଡ଼ିଲା ବିମାନବନ୍ଦର ପାଚେରୀ
  • ||
  • ବଡଚଣା: ବସ୍-ଟ୍ରକ ମଧ୍ୟରେ ଧକ୍କା , ଦୁଇ ମୃତ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ।
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଅଷ୍ଟ୍ରେଲିଆକୁ ଭେଟିବେ ଇଂଲଣ୍ଡ , ପୁରୁଣା ପ୍ରତିଦ୍ୱନ୍ଦ୍ୱୀ, ନୂଆ ଉତ୍ସାହ
  • ||
  • ୧୭ରେ ଖୋଲିବ ସ୍କୁଲ୍, ସପ୍ତାହେ ପୂର୍ବରୁ ପ୍ରସ୍ତୁତ ହେବେ କର୍ତ୍ତୃପକ୍ଷ
  • ||
  • ୧୦ ସକାଳେ ବସିବ ବିଜେପି ବିଧାୟକ ଦଳ ବୈଠକ , ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର
  • ||
  • ନୂଆଦିଲ୍ଲୀ : ଶପଥ ପରେ ଇଟାଲୀ ଗସ୍ତ କରିବେ ମୋଦି, ବାଇଡେନ୍‌ଙ୍କୁ ଭେଟିବେ ଓ ଜି-୭ ବୈଠକରେ ଯୋଗଦେବେ
  • ||
  • ରାଜ୍ୟରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ବାଛିବାକୁ ବସିବ ବିଜେପି ସଂସଦୀୟ ବୋର୍ଡ ମିଟିଂ
  • ||
  • ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ନାହିଁ, ୧୦ ସୁଦ୍ଧା ଆସିପାରେ ମୌସୁମୀ
  • ||

ଆର୍ଥିକ କଟକଣାରୁ ସୁନା ଠୁଳ କରୁଛି ଚୀନ: ଗୀତା ଗୋପୀନାଥ

ନୂଆଦିଲ୍ଲୀ,୧୦/୦୫: ଅର୍ଥନୈତିକ  ଏବଂ ଜାତୀୟ ନିରାପତ୍ତା ଭଳି ଦିଗଗୁଡିକୁ ଧ୍ୟାନରେ ରଖି ବର୍ତ୍ତମାନ ବିଶ୍ୱର ବିଭିନ୍ନ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟ ସହଯୋଗୀ ନିର୍ଦ୍ଧାରଣ କରୁଛନ୍ତି ।  କୋଭିଡ୍‌ ମହାମାରୀ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ପରେ ଅର୍ଥନୈତିକ ସମ୍ପର୍କରେ ଢ଼େର ପରିବର୍ତ୍ତନ ଆସିଛି ।  ଶୀତଳ ଯୁଦ୍ଧ ପରଠାରୁ ଏଭଳି ସ୍ଥିତି ଦେଖାଯାଇ ନ ଥିଲା । ଯୁଦ୍ଧଜନିତ  ଆର୍ଥିକ କଟକଣା ଯୋଗୁ ଚୀନ  ସୁନା ଠୁଳ କରୁଥିବା ଅନ୍ତର୍ଜାତୀୟ  ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର  ଉପ-ପରିଚାଳନା ନିର୍ଦ୍ଦେଶକ ଗୀତା  ଗୋପୀନାଥ କହିଛନ୍ତି । ୨୦୧୫ ପରଠୁ  ଏହି ଦେଶଗୁଡିକର ବିଦେଶୀ ମୁଦ୍ରା  ବିନିମୟରେ ସୁନାର ଅଂଶ ବଢ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.