ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଏବେ ମଦ୍ରାସାରେ ପଢାଯିବ ସଂସ୍କୃତ, ଏହି ରାଜ୍ୟର ଓ୍ବାକଫ୍ ବୋର୍ଡ କଲା ଘୋଷଣା

ନୂଆଦିଲ୍ଲୀ,୧୨।୯: ଉତ୍ତରାଖଣ୍ଡର ମଦ୍ରାସାରେ ପଢାଯିବ ସଂସ୍କୃତ। ଉତ୍ତରାଖଣ୍ଡର ବୋର୍ଡ ଅଧ୍ୟକ୍ଷ ଶାଦାବ ଶମସ୍‌ ଏନେଈ ସୂଚନା ଦେଇଛନ୍ତି।  ସେ କହିଛନ୍ତି, ଉତ୍ତରାଖଣ୍ଡର ମଦ୍ରାସାରେ ଏବେ ସଂସ୍କୃତରେ ଶିକ୍ଷା ଦିଆଯିବ। ମଦ୍ରାସାରେ ଏନ୍‌ସିଇଆରଟିର ପାଠ୍ୟକ୍ରମ ଲାଗୁ ହେବାକୁ ଯାଉଛି। ଏଥିରେ ଅନ୍ୟ ବିଷୟ ସହିତ ସଂସ୍କୃତ ଶିକ୍ଷା ମଧ୍ୟ ଦିଆଯିବ। ବୋର୍ଡ ଅଧ୍ୟକ୍ଷ କହିଛନ୍ତି,ଯଦି ଦେବଭୂମି ଉତ୍ତରାଖଣ୍ଡରେ ସଂସ୍କୃତ ପଢାଯିବନି, ତେବେ କେଉଁଠି ପଢାଯିବ ? ମୁସଲମାନ ସମାଜର ଲୋକ ମଧ୍ୟ ମଦ୍ରାସାରେ ଅପଗ୍ରେଡ ଚାହାନ୍ତି, ସେମାନେ ଏହି ପରିବର୍ତ୍ତନ ଦ୍ବାରା ଖୁବ୍ ଖୁସି ଅଛନ୍ତି।

 ଉଲ୍ଲେଖନୀୟ ଯେ, ଉତ୍ତରାଖଣ୍ଡ ମଦ୍ରାସାରେ ସଂସ୍କୃତି ପଢାଯିବାର ଦାବି ୬ ବର୍ଷ ପୂର୍ବେ ମଦ୍ରସା ଓ୍ବେଲଫେୟାର ସୋସାଇଟି(ଏମ୍‌ଡବ୍ଲୁଏସ୍‌) ଉଠାଇଥିଲା। ଏମ୍‌ଡବ୍ଲୁଏସ୍‌ର ସଦସ୍ୟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓ୍ବତଙ୍କୁ ଚିଠି ଲେଖି ଏହାର ଦାବି କରିଥିଲେ। ସୋସାଇଟିର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ କରିଥିଲେ ଯେ, ରାଜ୍ୟର ମଦ୍ରାସାରୁ ସଂସ୍କୃତ ଶିକ୍ଷକମାନେ ମଧ୍ୟ ଯାଆନ୍ତୁ, ଯାହାଫଳରେ ସିଲାବସ୍‌ରେ ସଂସ୍କୃତିକୁ ଯୋଡା ଯାଇ ହେବ, କିନ୍ତୁ ଏହାକୁ ଅବ୍ୟବହାରିକ ବୋଲି କହି ତ୍ରିଭେନ୍ଦ୍ର ସିଂହ ରାଓ୍ବତ ମଦ୍ରାସାରେ ସଂସ୍କୃତ ପଢିବାକୁ ମନା କରିଦେଇଥିଲେ।

ଏକ ରିପୋର୍ଟ ଅନୁସାରେ, ୨୦୧୭ରେ ଉତ୍ତରାଖଣ୍ଡର ୨୦୭ ମଦ୍ରାସାରେ ସଂସ୍କୃତ ପଢାଇବାର ଦାବି କରିଥିଲେ। ତେବେ ଉତ୍ତରାଖଣ୍ଡ ଓ୍ବାକଫ୍ ବୋର୍ଡ ଅଧ୍ୟକ୍ଷ ଶାଦାବ ଶମ୍ସ ବର୍ତ୍ତମାନ ମୋଟ ୧୧୭ ମଦ୍ରାସାରେ ସଂସ୍କୃତ ପଢାଯିବାର ଘୋଷଣା କରିଛନ୍ତି। ସେ ସଂସ୍କୃତରେ ପିଏଚ୍‌ଡି କରିସାରିଥିବା ମୁସଲମାନ ଝିଅ ରଜିଆ ସୁଲତାନାଙ୍କ ଉଦାହରଣ ଦେଇଛନ୍ତି। ଏହା ସହିତ କହିଛନ୍ତି ସେ ଏବେ ସଂସ୍କୃତରେ କୋରାନ ଅନୁବାଦ କରୁଛନ୍ତି। ରଜିଆଙ୍କୁ ଓ୍ବାକଫ୍ ବୋର୍ଡର ରାଜ୍ୟ ସ୍ତରୀୟ ଶିକ୍ଷା ସମିତିରେ ସଦସ୍ୟ କରିବା କଥା କୁହାଯାଇଛି। 

Madrasa
Sanskrit

Copyright © 2022 - Summa Real Media Private Limited. All Rights Reserved.